prasansa gouraba karu narigana

ପ୍ରଶଂସା ଗୌରବ କରୁ ନାରୀଗଣ
ଆହେ ସର୍ବ ଶକ୍ତିମାନ
ଏ ମହା ସଭାକୁ ଦେଲ ଦେଖୁବାକୁ
କଲ ଅନୁଗ୍ରହ ଦାନ
ବକ୍ତା, ଶ୍ରୋତାଙ୍କୁ କରି ଅଧୁକାର
ଜୟନୀ ରବେ କମ୍ପୁ ଏ ସ୍ଥାନ… (ଘୋଷା)

ଶକତି ଦିଅ ହେ ସଭିଙ୍କର
ମନ, ଆତ୍ମା, ଦେହ, ପ୍ରାଣ ଆମର (୨ ଥର)
ଗାଉଥିବ ପ୍ରଭୁ ତବ ଜୟ ଗାନ
ଢ଼ାଳି ଦିଅ ଆତ୍ମା ଏହି ସ୍ଥାନ… |୧|

ହୃଦୟେ ନାହିଁ ହେ କିଛି ଭୟ
ନାମ ମାତ୍ର ଅଟେ ଖ୍ରୀଷ୍ଟିଆନ ( ୨ ଥର)
ବାକ୍ୟ, ଶିକ୍ଷ୍ୟ ଦେଇ କର ସଚେତନ
ଦିଅ ଦିବ୍ୟ ଜ୍ଞାନ ଦୟାବାନ … |୨|

ବରଙ୍କର ଆଗମନ ଦିନ
କରି ତାହାଙ୍କୁ ଦରଶନ ( ୨ ଥର)
ଆନନ୍ଦରେ ପ୍ରବେଶିବୁ ସ୍ଵର୍ଗ ଧାମ
ଏହି ଆଶା ଆମ କର ପୂର୍ଣ୍ଣ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *