ଜୟ ପ୍ରଭୁ ଯୀଶୁ, ଜୟ ପ୍ରଭୁ ଯୀଶୁ,
ଜୟ ଜୟ ସତ୍ୟାସନାତନ ହୋ
ଜଗତ ତାରଣ କରଣ କାରଣ
ଆସିଲେ ଏ ମ ଭୁବନ ହେ …(ଘୋଷା)
ଅଭୁତ ମହିମା ଜଗତେ ପ୍ରକାଶିଲେ, କେ ପାରେ କରି ତା ବର୍ଣ୍ଣନା ହେ ?
ସହସ୍ର ରସନା କରିଲେ ହେ ଘୋଷଣା, ଶେଷ ନୋହିବ ବର୍ଣ୍ଣନା ହେ .. |୧|
ଭକ୍ତର ପ୍ରାଣ, ଭକ୍ତର ଜ୍ଞାନ, ଭକ୍ତର ଅମୂଲ୍ୟ ଧନ ହେ,
ପତିତପାବନ ଭକ୍ତର ଭୂଷଣ, ଧନ୍ୟ ଈଶ୍ବର ନନ୍ଦନ ହେ … |୨|
One thought on “jay prabhu jishu jay prabhu”
Kurama Tadingi