jay prabhu jishu jay prabhu

ଜୟ ପ୍ରଭୁ ଯୀଶୁ, ଜୟ ପ୍ରଭୁ ଯୀଶୁ,
ଜୟ ଜୟ ସତ୍ୟାସନାତନ ହୋ
ଜଗତ ତାରଣ କରଣ କାରଣ
ଆସିଲେ ଏ ମ ଭୁବନ ହେ …(ଘୋଷା)

ଅଭୁତ ମହିମା ଜଗତେ ପ୍ରକାଶିଲେ, କେ ପାରେ କରି ତା ବର୍ଣ୍ଣନା ହେ ?
ସହସ୍ର ରସନା କରିଲେ ହେ ଘୋଷଣା, ଶେଷ ନୋହିବ ବର୍ଣ୍ଣନା ହେ .. |୧|

ଭକ୍ତର ପ୍ରାଣ, ଭକ୍ତର ଜ୍ଞାନ, ଭକ୍ତର ଅମୂଲ୍ୟ ଧନ ହେ,
ପତିତପାବନ ଭକ୍ତର ଭୂଷଣ, ଧନ୍ୟ ଈଶ୍ବର ନନ୍ଦନ ହେ … |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

One thought on “jay prabhu jishu jay prabhu”