ତୁମ୍ଭ ଠାରୁ ପ୍ରଭୁ ଯିବି କାହାଠାକୁ
ଶୁଣିବ କିଏ ଦୁଃଖ ମୋର
ଫେଡ଼ିବ କିଏ ମୋ ଅନ୍ତର ବେଦନା
କଳଙ୍କିତ ଜୀବନର (ଘୋଷା)
ମନର ଗତିରେ ବୁଲିଲି ସଂସାରେ
ନମାନି ବିବେକ ବନ୍ଧନ
ଯେଣେ ଗଲି ତହିଁ ହୋଇଲି ଲାଞ୍ଚ
ଦୁଖେ ମୋ ହୃଦୟ ବିଦି
ଅଶାନ୍ତ ବଳୟ ଘେରିଛି ପ୍ରାଣକୁ (୨ଥର)
ବାନାଥ ତ୍ରାହିକର …. |୧|
ତୁମେ ବନ୍ଧୁ ମୋର ଆଶ୍ରୟ ନଗର
ତୁମ୍ଭ ବିନୁ କି ଗତି ମୋର
ତୁମ୍ଭ ଛାୟା ତଳେ ବସତି ମୋହର
କରିବାକୁ ଦିଅହେ ବର
ଭରଷାରଖି ମୁଁ ଫେରିଛି ଚରଣେ ( ୨ ଥର)
ସାହା ହୁଅ ପ୍ରଭୁ ମୋର …. |୨|