ଯୀଶୁ ତୁମ ପାଦ ତଳେନେଉଅଛି ମୁଁ ଶରଣମୋ ଶରୀର ମୋ ଜୀବନକରୁଅଛି ସମର୍ପଣଘେନ ମୋର ଭଙ୍ଗା ଜୀବନଗଢ଼ି ଦିଅ କରି ନୂତନଶୁଣ ଶୁଣ ମୋର କ୍ରନ୍ଦନଆକୁଳେ ଡାକୁଛି ରାଜନ… =0= ଆସିଛି ଫେରି ପାପ ସ୍ବୀକାରିପୂଣ୍ୟ ଚରଣେ ତୁମରିଅଶ୍ରୁ ମୋହରି ଯାଉଛି ଝରିତବ ପ୍ରେମ ଦେଲେ ସ୍ମରିନିଅ ହେ ଆଦରି ବକ୍ଷରେ ତୁମରିରଖ ହେ ଆବୋରି ହସ୍ତକୁ ବିସ୍ତାରିସବୁ ପାପ ଦୋଷ ଅଧର୍ମତବ ରକ୍ତେ କର ଶୋଧନଶୁଣ ଶୁଣ ମୋର […]
Amit Pani
2 posts
କେତେ କାଳ ରେ ମନ ପାପରେ ଥିବୁମିଛ ମାୟା ଜଞ୍ଜାଳେ ପଡ଼ି ରହିବୁନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁବିଳାସ ବ୍ୟସନ ଚିତ୍ତବିନୋଦନଆଉ କେତେ ଦିନ କରୁଥିବୁ…..ନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁ =୦= ଜଗତର ପଛେ କେତେ ହେବୁ ଧାବମାନଭୋଗ ବିଳାସରେ କେତେ କାଟୁଥିବୁ ଦିନଅନ୍ୟାୟ ଭାବରେ କେତେ ଅରଜିବୁ ଧନମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ…ରଙ୍ଗ ରସ ସବୁ […]