bhojo hai jishunka naamo nirobodhi
ଭଜ ହେ ଯୀଶୁଙ୍କ ନାମ ନିରବଧି ଦେଇ ସର୍ବ ବଳ ଚିତ୍ତ ଦେହ ପ୍ରାଣାଦି । ଘୋଷା । ଭକ୍ତି ଚିତ୍ତେ ଦୃଢ଼ ମତେ ସେବା କର ନିରତେ; ଯତନେ ସାଧନ କର ସେ ତ୍ରାଣନିଧି ଧ ର ତାଙ୍କ ଶ୍ରୀ ଚରଣ, ପାଇବ ହେ ଜୀବନ; ା ୧ । ସେ ଦେବେ ଘୁଞ୍ଚାଇ ପାପ ସନ୍ତାପ ବ୍ୟାଧି ନ ପାସୋର ତାଙ୍କୁ ମନ, ନ ଛାଡ଼ କଦାଚନ; ା ୨ । ଶେଷେ ସେହି […]
jishu naamo binu naahi anya re traano
ଯୀଶୁ ନାମ ବିନୁ ନାହିଁ ଅନ୍ୟରେ ତ୍ରାଣ । ଘୋଷା । ସେହି ଯୀଶୁ ଦାସାକାରେ ଅଇଲେ ଅବନୀ ପରେ ପାପୀ ତାପୀ ତାରିବାରେ ହୋଇଲେ ଜନ୍ମ । ୧ । କଲେ ମହା ମହା କର୍ମ ମୃତକୁ ଦେଲେ ଜୀବନ ବଧିରେ ଦେଲେ ଶ୍ରବଣ, ଅନ୍ଧେ ନୟନ । ୨ । ଭ୍ରମି ନାନା ଦେଶ ଦେଶ ଦେଲେ ନାନା ସୁପଦେଶ ଯେହ୍ନେ ଏ ମାନବ ବଂଶ ପାଇବେ ତ୍ରାଣ । ୩ । ଅବଶେଷେ […]
monoru hebo ki antoro jishu naamo
ମନରୁ ହେବ କି ଅନ୍ତର ଯୀଶୁ ନାମ ଯେ ନାମ ଅଟଇ ସର୍ବ ନାମରୁ ପରମ । ଘୋଷା । ଯେ ନାମ ସ୍ୱର୍ଗ ଭୁବନେ ଗା’ନ୍ତି ଦିବ୍ୟ ଦୂତଗଣେ, ମୁକୁଟ କାଢ଼ି ଅନୁକ୍ଷଣେ ବୋଲନ୍ତି ଧର୍ମ ଧର୍ମ ଧର୍ମ ହେ ଯୀଶୁ ନାମ, ଧ ନ୍ୟବାଦ ପ୍ରଶଂସାକୁ ତୁମ୍ଭେ ସୁଭାଜନ । ୧ । ଶୁଣି ସେ ନାମ ମୋ ଚିତ୍ତ ହେଲା ପୁଲକିତ, ହେଲା ଶୋକ ସନ୍ତାପ ହତ ଦୂର କଲା ମୋ ଭୟ, […]
jishu naame je bhaabo achi
ଯୀଶୁ ନାମେ ଯେ ଭାବ ଅଛି, କେବଳ ବିଶ୍ୱାସୀ ସିନା ଜାଣୁଛି, ଅମୃତ ନିର୍ଝର ବହେ ଝର ଝର, ତଟକା ମଧୁରୁ ମିଷ୍ଟ ଲାଗୁଛି । ଘୋଷା । ଯୀଶୁ ଖ୍ରୀଷ୍ଟ ସ୍ୱର୍ଗୀୟ ନାମ, ସ୍ୱର୍ଗଦୂତ ଦ୍ୱାରା ପ୍ରଦାନ, ଅଟଇ ସେ ନାମ କେଡେ ଼ମିଷ୍ଟତମ, ଯେ ଚାଖେ ତା ଗୁଣ ସେହି ଜାଣୁଛି । ୧ । ଯୀଶୁ ନାମ ପାଇବା ପାଇଁ, ସ୍ୱର୍ଗ ପୃଥ୍ୱୀରେ କେହି ନାହିଁ, ପାପୀର ଜୀବନ ଅଟେ ଖ୍ରୀଷ୍ଟ […]
jishu naamo ki sumisto
ଯୀଶୁ ନାମ କି ସୁମିଷ୍ଟ, କରେ ମନ ହୃଷ୍ଟ ହେ । ଘୋଷା । ସାଂସାରିକ ଯେତେ ସୁଖ ତହିଁରେ ନ ଗଲା ଦୁଃଖ କେବଳ ନାମ ଯୀଶୁଙ୍କ ହରେ ସର୍ବ ଦୁଃଖ । ୧ । ତାଙ୍କ ନାମ ମନେ ଗାଇ ଆବରି ମୁଁ ନିତି ଧ୍ୟାୟି ହରଷ ହୋଇ ଉଠଇ ଭରସା ମୁଁ ପାଇ । ୨ । ସେ ମୋ ନିତ୍ୟସ୍ଥାୟୀ ତ୍ରାତା, ମୋର ପାପ ଶାପ-ହର୍ତ୍ତା ନାହିଁ ତାଙ୍କ ବିନା ନାହିଁ […]
jishu jeun sabdho kemonto aamodo
ଯୀଶୁ ଯେଉଁ ଶବ୍ଦ କେମନ୍ତ ଆମୋଦ ! ଶ୍ରବଣେ ଲାଗେ କି ମନୋହର ! କରେ ଚିତ୍ତାହ୍ଲଦ, ଖଣ୍ଡାଏ ପ୍ରମାଦ, ମନକୁ ଲାଗଇ କି ମଧୁର ! ଯୀଶୁ ନାମ ପରି, ତ୍ରିଭୁବନେ ନାହିଁ ମନୋହାରୀ, ଯୀଶୁ ନାମ ଚିତ୍ତେ ଗୁଣ ଅବିରତେ, ନେବେ ସର୍ବ ପାପ ତାପ ହରି । ୧ । ଯୀଶୁ ଶବ୍ଦ ଭାବ ମୁକ୍ତିଦାତା ସିଦ୍ଧ, ପାପୀଙ୍କି କରନ୍ତି ସେ ଉଦ୍ଧାର, ଜନ୍ମ ପୂର୍ବେ ଏହି ନାମ ପ୍ରକାଶନ ଦୂତ ଦ୍ୱାରା […]
biswaasiro proti kede priyotome se jishu naamo
ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ । ଘୋଷା । ତାର ସର୍ବରୋଗ କରେ ଶାନ୍ତ, ମହା ପାପ-ରୋଗ କରେ ସୁସ୍ଥ; ଦୂର କରେ ଭୟ ଆପଦ ସନ୍ଦେହ, କରେ ମହାସୁଖ ଶାନ୍ତି ଦାନ । ୧ । ସେ ନାମ ତାର ଦୃଢ଼ ପାଷାଣ, ତହିଁ କରଇ ଗୃହ ନିର୍ମାଣ; ଆଉ ତାର ଢାଲ ଆଶ୍ରୟ ନଗର ଅଟଇ ଅସୀମ ତ୍ରାଣଧନ । ୨ । ସେ ତାହାର ପଥ […]
dhanya jishu dhanya jishu
ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ । ଘୋଷା । ଯୀଶୁ ସର୍ବ ଗୁଣଧାମ, କେ କରିପାରେ ବର୍ଣ୍ଣନ; ତ୍ରିଭୁବନେ ତାଙ୍କ ସମ କିସ ଅଛି ତୁଳନା । ୧ । ଯୀଶୁ ସତ୍ୟ ପ୍ରେମ ରତ୍ନ, ସେହି ଦେଲେ ତନୁ ପ୍ରାଣ; ମନ, ଧର କରି ଯତ୍ନ, ତାଙ୍କ ପଦେ ଶରଣ । ୨ । ଯୀଶୁ’ଛନ୍ତି ସ୍ୱର୍ଗସେତୁ, କୋଣ ପଥର ପ୍ରମାଣ; ଦୀନହୀନ ପାପୀ ହେତୁ ପିତ୍ରୁଦତ୍ତ ପରିତ୍ରାଣ […]
ki madhuro monoromo mo srabane jishu naamo
କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମ ! ନାହିଁ ତା ସମାନ ନାମ ତ୍ରିଭୁବନେ ଅନୁପମ । ଘୋଷା । ବିଶ୍ୱାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନ କରେ ତା ଦୁଃଖ ନାଶନ, କରେ ତା ଶୋକ ଖଣ୍ଡନ । ୧ । ଭଗ୍ନାନ୍ତଃକରଣ ପ୍ରତି ଅଟେ ତାହା ସ୍ୱାସ୍ଥ୍ୟ ଶାନ୍ତି, କ୍ଷୁଧିତକୁ କରେ ତୃପ୍ତି, ଶ୍ରାନ୍ତ ପ୍ରତି ସେ ବିଶ୍ରାମ । ୨ । ଯୀଶୁ ତ୍ରାଣ ନାମଧେୟ ଅଟେ […]
jishu tobo priyo naamo mo srobone ki modhura
ଯୀଶୁ, ତବ ପ୍ରିୟ ନାମ ମୋ ଶ୍ରବଣେ କି ମଧୁର ! ନ ଦିଏ ତେଡ଼େ ଆମୋଦ ସୁନ୍ଦର ସୁବାସ ଫୁଲ । ଘୋଷା । ମୋଶା ଆଦି ପିତୃଗଣେ ଭବିଷ୍ୟଦବକ୍ତାମାନେ, ଦୂରେ ଦେଖି ଆଲିଙ୍ଗନ କଲେ ହରଷ ମନର । ୧ । ତବ ଯୁଗ୍ମ ଶ୍ରୀଚରଣ ପାପିନୀ କଲା ଚୁମ୍ବନ, ପାଇଣ ପାପ ମୋଚନ ଆନନ୍ଦେ ଗଲା ସତ୍ୱର । ୨ । ଯୀଶୁ ଅମୃତ-ନିର୍ଝର ଅଟନ୍ତି ପ୍ରେମ ସାଗର, ବିନାମୂଲ୍ୟେ […]