dukho kaalo re kiye deyee paare purnaananda

ଦୁଃଖ କାଳରେ କିଏ ଦେଇପାରେ ପୂର୍ଣ୍ଣାନନ୍ଦ ମୋ ମନରେ ? । ଘୋଷା । ଯେଉଁକାଳେ ଘୋର ଦୁଃଖ ବଢ଼ି ଦେଖି ମନୁଁ ଯାଏ ସୁଖ ଉଡ଼ି ପାରେ ଯାଇ ମୁହିଁ ସେ କାଳରେ ସୁଖ ପାଇବାର ପାଇଁ କାହାର କତିରେ ?  ା ୧ ।    ଏହି ଅନିତ୍ୟ ଛାର ଜଗତ         ସୁତ ଦାରାଦି ଆବର ବିତ୍ତ ପାରିବେ କି ଦେଇ କିଞ୍ôଚତରେ ସୁଖ ଆହ୍ଲାଦ ମୋହରି ଦୁଃଖିତ ମନରେ !            ା ୨ […]

moro sorbo durdoshaa re jibi kaahaa thaku

ମୋର ସର୍ବ ଦୁର୍ଦ୍ଦଶାରେ ଯିବି ମୁଁ କାହାଠାକୁ ? କିଏ ହେବ ସୁପ୍ରସନ୍ନ ଦେଖି ମୋ ଦୁର୍ଦ୍ଦଶାକୁ ? । ଘୋଷା । ନାହିଁଟି ଅନ୍ୟାଶ୍ରୟ ହେବ ମୋର ସହାୟ, ସର୍ବ ଦୁଃଖେ ଅଗ୍ରସର ହେବି ଯୀଶୁ ଛାମୁକୁ । ୧ । ପାପୀ ପରମ ବନ୍ଧୁ ସେହି କରୁଣା ସିନ୍ଧୁ  ଯେ ଆସେ ତାଙ୍କ ଛାମୁକୁ ନ ତେଜନ୍ତି ସେ ତାକୁ । ୨ । ତାଙ୍କର ଶ୍ରୀ ବଦନ ସୁପ୍ରସନ୍ନ କିରଣ, ଉଦୟ ହୋଇଲେ […]

moro ashraa jishu charane

ମୋର ଆଶ୍ରା ଯୀଶୁ ଚରଣେ, ମୋ ପାପମୋଚନ ଶ୍ରୀମରଣେ । ଘୋଷା । ଯୀଶୁ ମୋର ତ୍ରାଣକର୍ତ୍ତା ପାପ ତାପ ଶାପହର୍ତ୍ତା, ଜନ୍ମିଥିଲେ ସେ ମଞ୍ଚ ଭୁବନେ । ୧ । ବଞ୍ଚାଇବାକୁ ପାପରୁ ଆଉ ବ୍ୟବସ୍ଥା ଶାପରୁ ଶାପଗ୍ରସ୍ତ ହେଲେ ମୋ କାରଣେ । ୨ । ମୋହର ପ୍ରତ୍ୟେକ ପାପ ହୋଇ କଣ୍ଟକ ସ୍ୱରୂପ ବିନ୍ଧିଥିଲା ତାଙ୍କୁ ଦେହ ପ୍ରାଣେ । ୩ । ପୁଣି ମୋର ଅବିଶ୍ୱାସ ହୋଇଣ ବର୍ଚ୍ଛା ସଦୃଶ ବିନ୍ଧିଥିଲା […]

jishu sarana mu dharibi kebe hai mu no chadibi

ଯୀଶୁ ଶରଣ ମୁଁ ଧରିବି, କେବେ ହେଁ ମୁଁ ନ ଛାଡ଼ିବି, ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା । ଯେତେ ରୂପେ ନିଜେ ଉପାୟ କରିଲି, ମନକୁ ସାଧି ନ ପାରିଲି, ମନ୍ଦମତି ଦୁଃଖ ଦେଲା ନିତି ନିତି, ଆଉ ସହି ମୁଁ ନ ପାରିଲି । ୧ ।    ତୃଷାକୁ ଲବଣ ଅମ୍ବୁ ଯେଉଁମତେ, ପୂଣ୍ୟକର୍ମ ହେଲା ସେମତେ, ଅଶାନ୍ତ ମନ ତ ଶାନ୍ତି ନ […]

jishu baare su nayanare mo proti

ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ ପ୍ରସନ୍ନରେ, ଆସୁଅଛି ମୁଁ ଶ୍ରୀ ଛାମୁରେ ଖେଦିତ ମନରେ; ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ? ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୧ । ପାପ ମୋହର ଅଗଣିତ         ଅଟଇ ମୁଁ କ୍ରୋଧର ପାତ୍ର, ନରକେ ହେଲେ ମୁଁ ଦଣ୍ଡିତ ହେବ ତା’ ଉଚିତ; ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ […]

aahe priyo probhu tumbho chhaamuru

ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ, କେଉଁଠାକୁ ଯିବି ତୁମ୍ଭ ଦୃଷ୍ଟିରୁ ?   ମୋର ଦୁର୍ବଳ ପାପୀଷ୍ଠ ଚରଣ, କେଉଁଠାକୁ ବା କରିବି ଗମନ ? ନାହିଁ ଅନ୍ୟ ପଥ, ତୁମ୍ଭେ ମୋ ଜୀବନ ମୋ ପ୍ରାଣନାଥ । ୧ ।    ଯେତେବେଳେ ପାପ ହୋଇ ପ୍ରବଳ, ଉଠିବ ପ୍ରଚଣ୍ଡ ଢେଉ ଆକାର, ଘୋର ଭୟ କରିବ ଆଚ୍ଛାଦନ, ଆକାଶେ ଯେହ୍ନେ ମେଘ କୃଷ୍ଣବର୍ଣ୍ଣ, ସେହିକାଳେ ମୋତେ, କେହୁ ନେବ ଶାନ୍ତି ନଦୀର ତଟେ […]

aahe jishu jibi tumbho binaa ka thaare

ଆହେ ଯୀଶୁ, ଯିବି ତୁମ୍ଭ ବିନା କା’ଠାରେ ? ଅନନ୍ତ ଜୀବନ ତୁମ୍ଭଠାରେ । ଘୋଷା । ତୁମ୍ଭେ ପାପ-ତାପ ହର୍ତ୍ତା          ଅଦ୍ୱିତୀୟ ତ୍ରାଣକର୍ତ୍ତା, ନାହିଁ ଆନ ତୁମ୍ଭ ବିହୁନରେ । ୧ । ତୁମ୍ଭେ ପରମ ବୈଦ୍ୟ,                ପାପ-ରୋଗ ତୁମ୍ଭ ସାଧ୍ୟ, ମୁହିଁ ପୀଡ଼ିତ ମହା ବ୍ୟାଧିରେ । ୨ । ତୁମ୍ଭେ ହେ ଅଟ ମୋହର        କୋଣ ପ୍ରଧାନ ପଥର, ମୋ ଭରସା ଗୁନ୍ଥା ତହିଁପରେ । ୩ । ତୁମ୍ଭେ ହେ ଅଟ […]

bharasa kehi nahi e sansare

ଏହି ବର ମାଗୁଛି ସଦାବେଳେ । ୩ । ସୂଚୀମାଳାକୁ ଫେରନ୍ତୁ

aaha kede korunaa helaa moro upore

ପାଇଛି ଏସବୁ ମୁହିଁ ଖ୍ରୀଷ୍ଟ-ପ୍ରାୟଶ୍ଚିତ୍ତରେ । ୬ । ସୂଚୀମାଳାକୁ ଫେରନ୍ତୁ