kede ananda janmayi swarga pure

ସେ ଦିନ ଆନନ୍ଦ ଗାନ ହୁଏ ସ୍ୱର୍ଗରେ । ୪ । ସୂଚୀମାଳାକୁ ଫେରନ୍ତୁ

kimpaa no phero paapu

କିପାଁ ନ ଫେରୁ ପାପୁଁ ଆହେ ବନ୍ଧୁ ଏହିକ୍ଷଣ ? ଯାଉଛି ଶୁଭ ସମୟ ତୁମ୍ଭ ନିକଟୁ ବହନ । ଘୋଷା । ପାପ କର୍ମର ଏ ଫଳ ଅନନ୍ତ ନରକାନଳ ସବୁ ପାପୀ ଦୂରାଚାରୀ ଭୋଗିବେ ଘୋର ଯାତନ । ୧ । ଦେଖ ମନ ବିଚାରିଣ ନରକ କେମନ୍ତ ସ୍ଥାନ ! ସଦା ଦୁଃଖ, ନାହିଁ ସୁଖ ଲେଶମାତ୍ର ଭୋକ୍ତମାନ । ୨ । କିପାଁ ଆହେ ପାପୀ ଭାଇ ଆତ୍ମାକୁ ପାପେ ହଜାଇ […]

khristonko bhojono binaa golaa dino bohi

ଖ୍ରୀଷ୍ଟଙ୍କ ଭଜନ ବିନା ଗଲା ଦିନ ବହିରେ । ଘୋଷା । ନାନା ମନ୍ଦ କର୍ମ କରୁ ପାପ ବୋଲି ନ ବିଚାରୁ, ଦେଖ ପ୍ରଖର ଅନଳ ନରକ ଜ୍ୱଳଇରେ । ୧ । ଧୂଳିରୁ ଉତ୍ପନ୍ନ ହୋଇ ଧୂଳିରେ ଯିବୁ ମିଳାଇ, ଆତ୍ମା ଛାଡ଼ିଗଲେ କେହି ସଙ୍ଗୀ ହେବେ ନାହିଁରେ । ୨ । ଆରେ ମନ ଶୀଘ୍ର ଶୀଘ୍ର ଆତ୍ମାର ପାପର ଦାଗ, ଖ୍ରୀଷ୍ଟଙ୍କ ରକ୍ତ ଦାନରେ ପକାଅ ତୁ ଧୋଇରେ । ୩ […]

kaha thaaku probhu jibi kaa thaku

କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ? ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । ଘୋଷା । ତୁମ୍ଭେ ଅମରେଶ୍ୱରଙ୍କ ତନୟ, ମର୍ତ୍ତ୍ୟପୁରେ ହୋଇଅଛ ଉଦୟ, ଏହା ପ୍ରତ୍ୟୟରେ ଜାଣେ ନିଶ୍ଚୟରେ, ତେବେ କିପାଁ ଯିବି ମୁଁ ଅନ୍ୟଠାକୁ ? । ୧ । ଆରୋଗ୍ୟକାରୀ କିରଣବିଶିଷ୍ଟ, ଉଦୟ ହୋଇଛ ତୁମ୍ଭେ ହେ ଖ୍ରୀଷ୍ଟ, ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, ଯିବି କି […]

dekho probhu jishu khristo porire

ଦେଖ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିରେ ନ ମିଳଇ ତ୍ରାଣକର୍ତ୍ତା ସଂସାରେ, କେହି ନାହିଁ କରି ତାଙ୍କ କ୍ରିୟା ପାରି ଜଗତ ଜନଙ୍କ ମଧ୍ୟରେ । ଘୋଷା ।    ସେ ଦୟା ସାଗର ଈଶ୍ୱର କୁମର ସ୍ୱର୍ଗୁ ଅଇଲେ ନରାକାରେ, ଭ୍ରମି ନାନା ଦେଶ ଦେଲେ ଉପଦେଶ ହିତ ଚେଷ୍ଟା କଲେ ନିତ୍ୟରେ । ୧ ।    ପାପୀଙ୍କ କାରଣ ହେଲେ ଦୀନହୀନ, ପ୍ରାୟଶ୍ଚିତ୍ତ କଲେ କ୍ରୁଶରେ, ପାପୀଙ୍କର ମହାପାପ ଋଣସବୁ ଶୁଝିଲେ ନିଃଶେଷ […]

naahin kaahin re goti mukti jaanore

ନାହିଁ କାହିଁରେ ଗତି ମୁକ୍ତି ଜାଣରେ, ଯୀଶୁ ବିନା ପାପୀର ଆନରେ । ଘୋଷା । ଯୀଶୁ ପରମେଶ୍ୱର   ସତ୍ୟ ପଥ ସ୍ୱର୍ଗର ପାପୀ ପାଇଁ ସେ ଦେଲେ ପ୍ରାଣରେ । ୧ । ସ୍ୱର୍ଗରୁ ସେ ଆସିଲେ,      କ୍ରୁଶେ ପାପ ନାଶିଲେ କରି ନିଜକୁ ବଳିଦାନରେ । ୨ । ସେ ମହା ପ୍ରାୟଶ୍ଚିତ୍ତ, ପାପୀର ମୁକ୍ତିବିତ୍ତ  ବିନା ମୂଲ୍ୟେ କରିଲେ ଦାନରେ । ୩ । ଧର ଯୀଶୁ ପୟର,    ତାହାଙ୍କୁ […]

ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, nahi nahi nahi anyo goti

ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, କର ଯୀଶୁ ଖ୍ରୀଷ୍ଟଙ୍କ ସଙ୍ଗେ ପ୍ରୀତି । ଘୋଷା ।    ସେ ଯୀଶୁ ବହୁମୂଲ୍ୟ ସୁନ୍ଦର ଅତି, ତାଙ୍କ ପ୍ରେମରେ ଡୁବ ଦିବାରାତି । ୧ ।    ଯେ ଯୀଶୁ ପ୍ରାଣପତି ଦିଅନ୍ତି ଶାନ୍ତି, ତାଙ୍କୁ ସମର୍ପି ଦେହ ପ୍ରାଣ ଶକ୍ତି । ୨ । ତାଙ୍କ ବିନା ଅସାର ଧନ ସଂସାର, ତାଙ୍କ ବିହୁନେ ନାହିଁ ଆତ୍ମା ତୃପ୍ତି । ୩ । ଆହ […]

ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ, dukho naasono hai sukho diyo moro mone

(ସ୍ୱର : ମନ ହେଜିଲେ ପ୍ରଭୁ କୃପା) ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ, ବେଳକୁ ବେଳ ତ ପ୍ରବଳି ଉଠଇ ଦୁଃଖ ତରଙ୍ଗ ଯେସନେ । ଘୋଷା । ଦୁଃଖର ସଂସାରେ ମାନବ ଶରୀରେ ସଙ୍ଗେ ସଙ୍ଗେ ଛାୟା ସମ ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ । ୧ । ମହୀପରେ ମୁହିଁ ସହି ନ ପାରଇ ଶରୀର ଯାତନାମାନ ମୁହିଁ ନିରାଶ୍ରୟ, ହୁଅ ମୋ ସହାୟ, ଆହେ ଆରତ-ଭଞ୍ଜନ । […]

ବହିଲା ପ୍ରଚଣ୍ଡ ବେଗେ ପବନ, bohilaa prochondo bege pobono

ବହିଲା ପ୍ରଚଣ୍ଡ ବେଗେ ପବନ, ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ ଗଭୀର ସାଗର ଢେଉ କଲ୍ଲୋଳ, ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ, ନାବକୁ କଲା ଅତି ଟଳମଳ । ୧ । ଦେଖିଣ ପ୍ରଚଣ୍ଡ ପବନ ରୀତି, କି ଉଦ୍‌ବେଗ ହେଲା ମନରେ ଭୀତି ହୋଇଣ ସମସ୍ତେ ମନେ ନିରାଶ, ଡାକ ପକାଇଲେ ହେଲୁ ବିନାଶ ବିଶ୍ୱାସର ସ୍ଥାନ, ହତାଶ ଭୟରେ ହେଲା ଆଚ୍ଛନ୍ନ । ୨ । ମାତ୍ର ଜଣେ ସେହି ନାବରେ […]

ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ jishu kara traahi bhaasi goli bhobarnobe kulo n disoyee

ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ । ଘୋଷା । ଆସଇ ଘୋର ତୋଫାନ ବେଗାନ୍ୱିତ ହୋଇ, ଢେଉ ପରେ ଢେଉ ଯାଏ ମଥା ପରେ ଦେଇ ହେ । ୧ ।    ଶୟତାନ ମାୟାଜାଲ ପାତି ବସିଥାଇ, ସାଂସାରିକ ଲୋଭ-ଥୋପେ ବଡ଼ଶୀ ପକାଇ ହେ । ୨ । ଦୁଃଖେ ପଡ଼ି ଡାକି ସଦା ଯୀଶୁ ତ୍ରାହି ତ୍ରାହି, ତୁମ୍ଭ ବିନା ଅନ୍ୟ ଗତି ଏ ଜଗତେ ନାହିଁ […]