ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର sarbasaktimaano aashrya dhaalo jaahaaro
ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର କି କରିବ ତାର ସଙ୍କଟ ଦୁର୍ଗତି, କି କରିବ ବଳୀୟାର । ଘୋଷା । ମହାପ୍ରଭୁଙ୍କର ଆବୋରା ସ୍ଥାନରେ ନିବାସ ଯେଉଁ ଜନର ତାଙ୍କ ମହାବାହୁ ଛାୟାତଳେ ସଦା ନିବାସ ହୋଇବ ଯାର ଅଟନ୍ତି ସେ ତାର ଆଶ୍ରୟ ନଗର ଆଉ ଉଚ୍ଚ ଗଡ଼ ତାର ା ୧ । ବ୍ୟାଧର ଫାନ୍ଦରୁ ମହାମାରୀଠାରୁ ରକ୍ଷା ହୋଇବ ତାହାର ତାଙ୍କ ଡେଣା ତଳେ ହୋଇବ ରକ୍ଷଣ ସଦାକାଳ ହିଁ ତାହାର […]
mo sworgostho pitaa bochono
ମୋ ସ୍ୱର୍ଗସ୍ଥ ପିତା ବଚନ ଜନ୍ମାଇଲା କି ଆନନ୍ଦ କରନ୍ତେ କର୍ଣ୍ଣେ ଶ୍ରବଣ ! । ଘୋଷା । ପ୍ରଭୁ ଯେତେବେଳେ କହିଲେ ଆମ୍ଭର ମୁଖ ଲୋଡ଼ ସତ୍ୱରେ, ଶୁଣି ମନ ଏ ବଚନ ଉତ୍ତର ଦେଲା ବହନ, ଲୋଡ଼ିବି ମୁଁ ତୁମ୍ଭ ମୁଖ, ହୁଅ ମୋଠାରେ ପ୍ରସନ୍ନ । ୧ । ପ୍ରିୟ ବନ୍ଧୁଗଣ କଲେ ମୋତେ ଦୁଃଖେ ତ୍ୟାଗ ବା ହେୟଜ୍ଞାନ, ଅବା ପିତାମାତା ଜ୍ଞାତି ଯଦିବା ତ୍ୟାଗ କରନ୍ତି, ତଥାପି ଈଶ୍ୱର ମୋତେ […]
ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ dekho ki obhuto premo upomaare onupomo
ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ ପକାଇ କୃପା-ନୟନ ପିତା କଲେ ପ୍ରକାଶନ ା ଘୋଷା । ପାପୀ ଶତ୍ରୁଗଣ ପ୍ରତି ଦେଖାଇ କି ପ୍ରେମମତି ଈଶ୍ୱରଙ୍କ ପୁତ୍ରଗଣ ବୋଲି ଦେଲେ କେଡ଼େ ନାମ ା ୧ । ଥ ôଲୁ ପୂର୍ବରେ ଦୁରସ୍ଥ, ଏବେ ଅଟୁ ନିକଟସ୍ଥ, ଦୟାସନର ଛାମୁରେ କରୁ ପିତା ସମ୍ବୋଧନ ା ୨ । ପିତା ଅଟନ୍ତି ଈଶ୍ୱର, ଏ ନାମ କେଡ଼େ ମଧୁର ! ନାହିଁ ଏହି […]
ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର aahaa ki osimo premo taahaankara premomoyo ote
ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର ା ଘୋଷା । ଯେହ୍ନେ ଜଳନିଧି ଅଛି ଜଳେ ପୂର୍ଣ୍ଣ ତେହ୍ନେ ଛନ୍ତି ସେହି-ପ୍ରେମେ ପରିପୂର୍ଣ୍ଣ ପ୍ରେମର ଦୀର୍ଘ ପ୍ରସାର ନୁହଇ ଗମ୍ୟ କାହାର, ସ୍ୱର୍ଗଦୂତେ ଅଟେ ତାହା ଅଗୋଚର ା ୧ । ତାରାଗଣଙ୍କର ମଧ୍ୟରେ ଯେସନ ଚନ୍ଦ୍ରମା କିରଣ ଦିଶେ ତେଜୋବାନ, ସୃଷ୍ଟିର ମଧ୍ୟେ ତେସନ ତାଙ୍କର ପ୍ରେମ-କିରଣ ଦୃଷ୍ଟିକି ଦିଶଇ କେତେ ସୁସୁନ୍ଦର । ୨ । […]
ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ utthaao uche probhu udeshyo
ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ । ଘୋଷା । ସର୍ବଶକ୍ତିମାନ କୃପାରେ ମହାନ, ନିସ୍ପୃହ ପାପୀ-ବିନାଶରେ ଭୟକାରୀ ପ୍ରତି ବିଶ୍ୱସ୍ତ ସେ ଅତି, ଅଟନ୍ତି ସକଳ ସମୟରେ । ୧ । ପ୍ରଭୁଙ୍କର ପ୍ରଭୁ, ବିଶ୍ୱର ସେ ବିଭୁ, ତାଙ୍କ ସମ ନାହିଁ ଆନରେ, ସେ ରାଜାଧିରାଜ ନିତ୍ୟ ତାଙ୍କୁ ଭଜ, ଦେଇ ମନ ସୁଶ୍ରଦ୍ଧା ଚିତ୍ତରେ ା ୨ । ନୀଳ ମେଘମାଳ ଗଗନମଣ୍ଡଳ, ସୃଜିଲେ ସେ […]
ହେ ସର୍ବଦେଶୀୟ ମାନବଗଣ, he sarvadesiyo maanobo gono
ହେ ସର୍ବଦେଶୀୟ ମାନବଗଣ, କର ଯିହୋବାଙ୍କ ପ୍ରଶଂସା ଗାନ, ତାହାଙ୍କ ଗୌରବଯୁକ୍ତ ସିଂହାସନ ଛାମୁରେ କର ସମ୍ଭ୍ରମ ପ୍ରଣାମ ା ଧ୍ରୁବ । ସେହି ପ୍ରଭୁ ଅଟନ୍ତି ହୁଅ ଜ୍ଞାତ, ଅସୀମ ଜ୍ଞାନଯୁକ୍ତ ପରାକ୍ରାନ୍ତ, ସେହି ପାରନ୍ତି କରିବାକୁ ନିର୍ମାଣ, ସେହି ପାରନ୍ତି କରି ବିନାଶନ ା ୧ । ଆମ୍ଭେମାନେ ନୋହୁଁ ଯେ ଆତ୍ମସୃଷ୍ଟ, ସେହି କରିଅଛନ୍ତି ରୂପବନ୍ତ ପ୍ରକାଶି ଅସୀମ ଜ୍ଞାନ ପରାକ୍ରମ, ଧୂଳିରୁ ଶରୀର କଲେ ନିର୍ମାଣ । ୨ । […]
କୁଶ ବିନା ମୁଁ ହେବି ପଥହରା krusho binaa mu hebo pothohoraa
କୁଶ ବିନା ମୁଁ ହେବି ପଥହରା ଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ ଥର) b|| ଯଦି କୁଶ ତ୍ୟାଗେ ମୁହଁ ପାପ ଅନ୍ଧାରେ ରାସ୍ତା ନାହିଁ ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … ୧ || ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳି ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ 19 || ସୂଚୀମାଳାକୁ ଫେରନ୍ତୁ
ପ୍ରଭୁ ଯୀଶୁ ତୁମ କୁଶ ତଳେ probhu jishu tumo kruso tole
ପ୍ରଭୁ ଯୀଶୁ ତୁମ କୁଶ ତଳେ ମୁ ଯେ ଦୀନ ପାପୀ ଶରଣ ନେଉଛି କେତେ ଭ୍ରାନ୍ତି ପଥେ ବୁଲି ବୁଲି ଶେଷ ଶୁଣିଲି ଡାକୁଛ ତୁମେ ଶାନ୍ତ ମୂଦ୍ର ଭାଷେ ଦେଖିଲି କୁଶେ ତୁମେ କି ଅତୁଳୀ ପ୍ରେମ ରୁର ଝରଣା ସମ ମୋ ଲାଗି ଝରୁଛି ଇହ ପର ଲୋକେ ତୁମେ ମୋର ପ୍ରଭୁ ସତ୍ୟ ଜୀବନ ପଥେ ତୁମେ ସବୁରେ ସବୁ ରଖିଲି ଭରସା ମୋର ତୁମେ ଶ୍ରୀପୟର ଏ ଛାର ଜଗତ […]
ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ mohaa probhu hai tumori pujaa mondiro bedi tole
ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ … ଭକତି ସମ କୁସୁମ ରାଶି, ଅରପି ଚରଣ ତଳେ ତୁମରି ପ୍ରଭୁ ହେ |୧|| ଚାହିଁନା ହୋମ ବଳୀ ଧନ ଓ ସାର ଅନୁତପିତ ହୃଦ ଲୋଡ଼ା ତୁମ ନୟନ ଜଳ ମୋ ପୂଜା ଫୁଲ ନିରବେ ନିଅହେ ତୋଳି ତୁମରି ପ୍ରଭୁ ହେ |୧|| ହେ ଯୀଶୁ ସାରଥ୍ ମମ ଜୀବନ ପଥେ ଶତ ଦୂରୁ ଦିନେ ବିପଦେ … ଡାକୁଛି ମୁହଁ ଅତି […]
ଆମେ ବିଜୟୀ ହେବା aame bijoyee hebaa se dino
ଆମେ ବିଜୟୀ ହେବା (୩ ଥର) ସେ ଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ଆମେ ବିଜୟୀ ହେବା ସେ ଦିନ ଆମେ ଶାନ୍ତି ଆଣିବା (୩ ଥର) ସେ ଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ଆମେ ଶାନ୍ତି ଆଣିବା ସେ ଦିନ ଆମେ ମିଳି ଚାଲିବା, ଆମେ ମିଳି ଚାଲିବା ପ୍ରେମେ ମିଳି ଚାଲିବା ସେ ଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ପ୍ରେମେ ମିଳି ଚାଲିବା ସେ ଦିନ […]