ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ jishu potho jishu satya jishu hin jibono
ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ ଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ ମୋ ଗୀତିରେ ଭରି ଉଠୁ ମଧୁର ମୂଳ୍ପନା କଣ୍ଡ ମୋ ଝରିଯାଉ ତାଙ୍କରି ବନ୍ଦନା ଯୀଶୁ ହାତ ପରଶରେ ହସୁ ମୋ ପରାଣ ଜୀବନର ଶେଷ ସଞ୍ଜ ସୃରି ତାଙ୍କ ନାମ ଲଭିବି ମୁଁ ହୃଦୟରେ ଶକତି ଅସୀମ ମଥା ରଖି ଯୀଶୁ ପାଦେ ବୁଜିବି ନୟନ ସୂଚୀମାଳାକୁ ଫେରନ୍ତୁ
ଯାତ୍ରୀ ଆଗୋ ଲକ୍ଷ୍ୟ ତୁମ jaatri aago lakhya tumo
ଯାତ୍ରୀ ଆଗୋ ଲକ୍ଷ୍ୟ ତୁମ ଚିର ମନୋହର ଏକ ସୁନ୍ଦର ଦେଶ ଏ ଧରଣୀ ନୁହେଁ ତୁମ ଚିର ଆବାସ ସେ ଦେଶ ଅଟେ ନିତ୍ୟ ନୂତନ ସେ ଦେଶେ ନଥାଏ ଶୋକ, କ୍ରନ୍ଦନ ଝରୁଥାଏ ମଧୁଭରା ସଂଗୀତ ପ୍ରତି ପ୍ରାଣେ ତୋଳି ନବ ପୁଲକ ସେ ପ୍ରିୟ ଦେଶ, ଅମର ଦେଶ ଆଲୋକ ଉଛୁଳା ସେହି ଅପୂର୍ବ ଦେଶ ଯାତ୍ରୀ ତୁମ ଲକ୍ଷ୍ୟ ସେହି ଚିର ଆବାସ ସେ ଦେଶର ନାମ ମଧୁ ସିୟାନ ଜ୍ୟୋତି […]
ଜୀବନେ ପ୍ରଭୁ ସାଥୀ ହୁଅ jibone probhu sathi huo
ଜୀବନେ ପ୍ରଭୁ ସାଥୀ ହୁଅ, ଚଲାପଥେ ପ୍ରଦୀପ ହୁଅ b|| ଯାଏ ଯଦି କେବେ ଦୂରେ ତୁମଠୁ ଭରିଯାଏ ଲୁହ ତୁମ ଆଖିରେ ପ୍ରେମ ଡୋରେ ତୁମ୍ଭେ ବାନ୍ଧି ରଖ ଚଲାପଥେ ପ୍ରଦୀପ ହୁଅ କରୁଛି ଶପଥ ଦେବିନି ଦୁଃଖ ଜୀବନର ମୋ’ ଶେଷ ଯାଏ ପ୍ରେମେ ନିଅ ମୋତେ ତୁମରି କୋଳେ ଜୀବନର ଅନ୍ତିମ କାଳେ ସୂଚୀମାଳାକୁ ଫେରନ୍ତୁ
କଣ୍ଟା ମୁକୁଟିଆ ମୋର ହୃଦୟ ରତନ ହେ kontaa mukutia moro hrudoyo ratana hai
କଣ୍ଟା ମୁକୁଟିଆ ମୋର ହୃଦୟ ରତନ ହେ ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ ପଡ଼ିଥିଲି ପାପ ପକେ ଉଦ୍ଧରିଲ ନିଜ ହସ୍ତେ କି ଦେଇ ଶୁଝିବି ପ୍ରେମ … ତାଙ୍କରି ସେ ଧନ ହେ ଆସରେ ସରବେ ଭାଇ, ଯିବା କୁଶକୁ ତ ଧାଇଁ ଥୋଇ ଦେବା ପାପ ଭାର … ଦେବେ ପରିତ୍ରାଣ ହେ ବାଲିଘର ଏ ସଂସାର, ହୋଇଯିବ ଦିନେ ଶେଷ ଭାସିଯିବା ସାଗରରେ … କରି ପ୍ରଭୁ […]
ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ aamo najorito probhu jishu khristo
ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ ପାପୀ ପାଇଁ ବଳି ହେଲେ କେଡେ ପ୍ରେମ କଲେ ( ୨ ଥର) ପାପୀ ପାପ ପାଇଁ କୁଶ ଭାର ବହି କାଲବରୀ ପାହାଡରେ ( ୨ ଥର ) କଣ୍ଟାର ପଥେ ସେ ଚାଲିଲେ ମାନବର ଏହି ପାପ ତାପ ପାଇଁ ପିଠିରେ କୋରଡ଼ା ଛାଟ ( ୨ ଥର) ମସ୍ତକେ କଣ୍ଡା ପାଗ ବାନ୍ଧିଲେ ଅନ୍ଧ, ଛୋଟା, କାଲ, ପକ୍ଷାଘାତି, କୃଷି । ଯୀଶୁଙ୍କ ନିକଟେ ଗଲେ ( […]
ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ dhanyabaado gheno probhu
ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ ମଙ୍ଗଳମୟ ପ୍ରଭୁ ତୁମେ କରୁଣାମୟ ଯୀଶୁ ତୁମେ ପାଇଛୁ ଯାହା ଜୀବନେ ଆମ ସବୁ ତ ତୁମରି କରୁଣା ଦାନ ଜୀବନଦାତା ପ୍ରଭୁ ତୁମେ ମୁକତିଦାତା ଯୀଶୁ ତୁମେ କୁଶେ ଚଢିଲେ ଜୀବନ ଦେଲ ତୁମ ପ୍ରେମ ଅନୁପମ ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ ପାଇଛୁ ଯାହା ମଙ୍ଗଳ ଦାନ ଦେବାକୁ ପ୍ରଭୁ ଚରଣେ ତୁମ ନାହିଁ କିଛି ପ୍ରତିଦାନ ସୂଚୀମାଳାକୁ ଫେରନ୍ତୁ
ଏ ନବ ଯୌବନ ବୟସ ey nobo joubono bayasa
ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ, ହେବ ଆଗମନ ଦାରୁଣ ଦୁର୍ଦ୍ଦିନ, ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର, ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ, ଗୋଟି ଗୋଟି ହୋଇ ପାଚିବ କେଶ ା ୧ । ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର, ଆଉ ବାଟେ ଘାଟେ କରନ୍ତେ ଯାଆସ, […]
ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ aahe krusha sainya gana aaso bahana
ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା । ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ, କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ । ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ, ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ । ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ ପ୍ରକାଶିବା ତାଙ୍କ […]
ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି poritraano sombado ki ote mistho dhwoni
ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି ! ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା । ଘୋର ଅନ୍ଧକାରେ ଯେ ନିବାସ କରେ, କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ । ମରଣ ଛାୟାରେ ଯେ ନିବାସ କରେ, କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ । ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ, ହୁଏ ଅତି ହୃଷ୍ଟଚିତ୍ତ ମୁକ୍ତିକଥା ଶୁଣି । ୩ […]
ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ potho dekhaao hai bhobo oronyo modhyore
ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ । ଏ ଘୋର ବିପିନ, ନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା । କେହି ନାହିଁ ଆଶା, କରିଛି ଭରସା ପ୍ରଭୁ ହେ ତୁମରିଠାରେ, ଏ ଘନ ବନରେ ଥାଇ ମୋ ସଙ୍ଗରେ ରଖ ହେ ଦିବାନିଶିରେ । ୧ । କି ଅନ୍ଧ ତମସ, ଲାଗେ ମହାତ୍ରାସ, ବିଘ୍ନ ପଡ଼େ ବାରେ ବାରେ, ମହାବଳୀ ପ୍ରଭୁ, ଦୂର କର ସବୁ, ସାହସ ଦିଅ […]