kohile probhu sworgo raajono

କହିଲେ ପ୍ରଭୁ ସ୍ୱର୍ଗ ରାଜନ ପ୍ରିୟ ପୁତ୍ର ଖ୍ରୀଷ୍ଟଙ୍କୁ ଏ ବଚନ । ଘୋଷା । ଯେ ଯାଏ ତୁମ୍ଭର ଶତ୍ରୁ ସମସ୍ତ    ନୁହଁନ୍ତି ତବ ପାଦ ତଳେ ନତ । ୧ । ସେ ପର୍ଯ୍ୟନ୍ତ ବସ ଆମ୍ଭ ଦକ୍ଷିଣେ  ହେବେ ଶତ୍ରୁଗଣ ତୁମ୍ଭ ଅଧୀନେ । ୨ । ସିୟୋନଠାରୁ ତୁମ୍ଭ ବଳବନ୍ତ      ରାଜଦଣ୍ଡ ନିଶ୍ଚେ ହେବ ନିର୍ଗତ । ୩ । ଶତ୍ରୁଗଣ ମଧ୍ୟେ କରିବ ରାଜ୍ୟ, ତୁମ୍ଭ […]

dhanya dhanya sodaa dhanya heontu

ଧନ୍ୟ ଧନ୍ୟ ସଦା ଧନ୍ୟ ହେଉନ୍ତୁ ଯୀଶୁ ରାଜା  ସର୍ବ ଜଗତ କରନ୍ତୁ ତାଙ୍କ ଶ୍ରୀ ପାଦ ପୂଜା । ଘୋଷା । ତାଙ୍କ ରାଜ୍ୟ ପ୍ରବଳେ ବ୍ୟାପୁ ସର୍ବ ଅଞ୍ଚଳେ  ବିନାଶ ହେଉ ବହନ ପାପାନ୍ଧକାର-ରାଜା । ୧ । ତାଙ୍କ ଶତ୍ରୁ ସମସ୍ତ    ହେଉନ୍ତୁ ପରାଜିତ, ସ୍ଥାନ ତେଜି ପଳାଉନ୍ତୁ ସର୍ବେ ପାଇଣ ଲଜ୍ଜା । ୨ । ଯେତେକ ମିଥ୍ୟା ମତ            ସମୂଳେ ହେଉ ଲୁପ୍ତ, ବାଜୁ ସର୍ବ କର୍ଣ୍ଣେ ତାଙ୍କ ସୁସମାଚାର […]

ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ, ananta ishwara jishu

ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ,ସର୍ବ ଦେଶେ ସର୍ବ ପ୍ରାଣୀ ହୃଷ୍ଟେ କରୁ ଗାନ ହେ । ଘୋଷା । ପ୍ରଭୁଙ୍କର ପ୍ରଭୁ ଯୀଶୁ ରାଜାଙ୍କ ରାଜନ ହେ,ତ୍ରିଭୁବନ କର୍ତ୍ତା ଯୀଶୁ ଅଟନ୍ତି ମହାନ ହେ । ୧ । ସର୍ବ ସୃଷ୍ଟିକର୍ତ୍ତା ଯୀଶୁ ତ୍ରିଲୋକ ରାଜନ ହେ,ତାଙ୍କ ବିନା କେଉଁ ବସ୍ତୁ ନୋହିଛି ସୃଜନ ହେ । ୨ । ଜଗଦ୍ଦୀପ୍ତି ଦୀନବନ୍ଧୁ ଜଗତ ଜୀବନ ହେ,ଅନ୍ଧାର ଗୃହେ ଦିଶନ୍ତି ମାଣିକ୍ୟ ଯେସନ ହେ […]

jishu tume more prano moro mohaa poritrano

ଯୀଶୁ ତୁମ୍ଭେ ମୋର ପ୍ରାଣ, ମୋର ମହା ପରିତ୍ରାଣ, ତୁମ୍ଭେ ମୋର ଅନନ୍ତ ଜୀବନ, ମୋର ଶୁକ୍ଳ ପରିଧାନ । ଘୋଷା । ତୁମେ ଦୀନ-ଦୟାସିନ୍ଧୁ, ଉପକାରୀ ପ୍ରିୟ ବନ୍ଧୁ; ପ୍ରେମେ ତୁମ୍ଭେ ମୋ ଲଗା ହୋଇଣ, କ୍ରୁଶେ ଦେଲ ନିଜ ପ୍ରାଣ । ୧ । ତୁମ୍ଭେ ମୋ ପରମ ଗୁରୁ, ମୋ ରକ୍ଷା ଆଶ୍ରୟ ମେରୁ; ତୁମ୍ଭେ ପଥ ସତ୍ୟତା ଜୀବନ, ମହାମହିମ ରାଜନ । ୨ । ତୁମ୍ଭେ ଧର୍ମ ମୁକ୍ତି ଜ୍ଞାନ, […]

jishu prati kara drusti mono hruste

ଯୀଶୁ ପ୍ରତି କର ଦୃଷ୍ଟି ମନ ହୃଷ୍ଟେ ଅତି ହେ । ଘୋଷା ।    ଦେଖ ହେ ମନ କି ଆଶ୍ଚର୍ଯ୍ୟ ଦର୍ଶନ ! କରୁଛନ୍ତି ଯୀଶୁ ପୁନରାଗମନ; ଦିଶୁ ସେ ଅଛନ୍ତି ସୁନ୍ଦର କେମନ୍ତି ଜଗତରେ ଥିବା ପ୍ରତି ହେ । ୧ ।    ଯେଉଁ ଯୀଶୁ ଥରେ ଗୋରୁ ଗୁହାଳରେ ଶୋଇଥିଲେ ହୋଇ ଜଡ଼ିତ ବସ୍ତ୍ରରେ  ଏବେ ସେ କେମନ୍ତ ଗୌରବରେ ଅତି ମର୍ତ୍ତ୍ୟ ପୁରେ ଆସୁଛନ୍ତି ହେ । ୨ […]

ki karma kalu re paamoro

କି କର୍ମ କଲୁ ରେ ପାମର ! ଯଗୁ ଶେଷେଦିନେ ପ୍ରଭୁ ସନଧ୍ନି ।ନେକ ିବୋଲି ଦେବ ୁତୁ ଉତ୍ତର? । ଘୋଷା । ଯୀଶୁ ସେହି ଦିନେ ରାଜ ସିଂହାସନେ ବସିଣ କରିବେ ବିଚାର; ଅବିଶ୍ୱାସୀ ପାପୀ ଭୟେ କମ୍ପି କମ୍ପି ମୁଖ କି ଟେକିବେ ଉପର ? । ୧ ।    ଡାହାଣେ ଧାର୍ମିକ ବାମେ ପାପୀ ଲୋକ ଉଭା ହେବେ ବେନି ପାଶ୍ୱର୍ର; ଧାର୍ମିକଙ୍କ ପ୍ରତି ହୋଇ ତୁଷ୍ଟ ଅତି ଅଧିକାର […]

bada sankata dino aasu achi ghorotore kori gorjana

ବଡ଼ ସଙ୍କଟ ଦିନ, ଆସୁଅଛି ଖରତରେ କରି ଗର୍ଜ୍ଜନ । ଘୋଷା ।    ଦେଖ ଆକାଶେ, ପ୍ରଭୁ ଯୀଶୁ ଆସୁଛନ୍ତି ଏହି ଭୁବନେ; ଚନ୍ଦ୍ର ସୂର୍ଯ୍ୟ କଳା ହେବ, ନକ୍ଷତ୍ର ସବୁ ଝଡ଼ିବ, ସକଳ ମୃତ ଦେହର ହେବ ଉତ୍ଥାନ । ୧ । ଏହି ପୃଥିବୀ ତରଳି ମିଳାଇଯିବ ଦେଖି ତତ୍‌କ୍ଷଣ; ପ୍ରଭୁ ଯୀଶୁ ମେଘାରୁଢ଼, ତୂରୀ ଶବ୍ଦ କି ପ୍ରଚଣ୍ଡ, ଆକାଶ ଭାଙ୍ଗିବ ମହା ଶବ୍ଦ କରିଣ । ୨ । ଏକ […]

kara drusti sarba srusti jishu moha rajanku

କର ଦୃଷ୍ଟି ସର୍ବ ସୃଷ୍ଟି ଯୀଶୁ ମହାରାଜାଙ୍କୁ, ମେଘ ରଥେ ଆସୁଛନ୍ତି ବିଚାର କରିବାକୁ । ଘୋଷା । ପ୍ରତ୍ୟେକର ନୟନ    କରିବ ହେ ଦର୍ଶନ ଆହୁରି ଦେଖିବେ ଯେତେ ବିନ୍ଧିଥିଲେ ତାହାଙ୍କୁ । ୧ । ପିତାଙ୍କ ଐଶ୍ୱର୍ଯ୍ୟରେ  ଆସିବେ ସେ ତେଜରେ  ସଙ୍ଗେ ଘେନି କୋଟି କୋଟି ପରାକ୍ରାନ୍ତ ଦୂତଙ୍କୁ । ୨ । ହେବ ତୂରୀ ବାଦନ   ଯେହ୍ନେ ଘୋର ଗର୍ଜ୍ଜନ, କୋଟିଏ ମେଘ ଗର୍ଜ୍ଜନ ସରି ନୋହିବ ତାକୁ । ୩ […]

kebe sehi subho dino netre karibi mu darshana

କେବେ ସେହି ଶୁଭ ଦିନ ନେତ୍ରେ କରିବି ମୁଁ ଦର୍ଶନ ହେ, ଯେ ଦିନେ ମୋ ଯୀଶୁ ସ୍ୱଗୁଁ ତେଜେ କରିବେ ଆଗମନ ହେ ? । ଘୋଷା । ତୂରୀ ନେଇ ଦିବ୍ୟ ଦୂତ ବଜାଇବେ କି ଅଦ୍ଭୁତ, ତା ଶୁଣି ମୋ ମୃତ ଦେହ ହେବ କବରୁ ଉତ୍ଥାପିତ ହେ । ୧ । କରିବି ମୁହିଁ ଦର୍ଶନ ମୋ ପ୍ରଭୁଙ୍କ ଶ୍ରୀ ବଦନ, ବହୁଦିନ ଅଭିଳାଷ ହେବ ମୋହର ସୁସମ୍ପୂର୍ଣ୍ଣ ହେ । […]