sobu sukho bhoraa sontaapo paasora

ସବୁ ସୁଖ ଭରା       ସନ୍ତାପ ପାସୋରା ସୁଧାମୟ ଯୀଶୁ ନାମ ଡାକ ଡାକ ଥରେ     ଆକୁଳ ଅନ୍ତରେ ପୂରିଯିବ ମନସ୍କାମ   । ଘୋଷା । ଚିତ୍ତ-ବିନୋଦନ       ଭକତ ରଞ୍ଜନ ପାପୀ ହୃଦୟର       ତାପ ନିବାରଣ ଡାକ ଡାକ ସେହି     ଜଗତ ଜୀବନ ପତିତ ପାବନ ନାମ  । ୧ । ସନ୍ଧ୍ୟା ପ୍ରାତେ ଯେବେ            ବିହଙ୍ଗ କାକଳି  ବିଶ୍ୱ ଜଡ଼ତାରୁ    ଉଠେରେ ଆକୁଳି, ସେ ମୂର୍ଚ୍ଛନା ସିନା       ସେ ନାମ ଅର୍ଚ୍ଚନା ଯା ସ୍ୱରଗ ସୁଖ […]

hebo ki mo traata namo mo monoru

ହେବ କି ମୋ ତ୍ରାତା ନାମ ମୋ ମନରୁ ବିସ୍ମରଣ ? ନାହିଁ ନାହିଁ, ନ ପାରଇ ପାସୋରି ଯାବଜ୍ଜୀବନ । ଘୋଷା ।    ଦେଖି ମୋତେ ପାପ-କୂପେ ଅଇଲେ ମାନବ ରୂପେ, ଅଛି କି ପ୍ରେମ ଏ ରୂପ ତ୍ରିଭୁବନରେ ଦର୍ଶନ ? । ୧ । ହୋଇ କେଡ଼େ ଧନବାନ         ମୋ ପାଇଁ ହେଲେ ନିର୍ଦ୍ଧନ ନ ଥିଲା ତାଙ୍କ କାରଣ ମୁଣ୍ଡ ପାତିବାର ସ୍ଥାନ । ୨ । ବାସ କଲେ […]

aahe bhojomono khristo naamore hoibo poritraano

ଆହେ ଭଜମନ ଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣ ଚିତ୍ତେ ଭାବିଲେ ପାଇବ ଦରଶନ । ଘୋଷା ।    ଶୂନ୍ୟର ଉପରେ ମହାଶୂନ୍ୟ ସେ ସର୍ବ ଉପରେ ତାଙ୍କ ସ୍ଥାନ, ଜ୍ୟୋତିର୍ମୟ ସିଂହାସନର ଉପରେ ବିଜୟେ ବିରାଜ ଭଗବାନ । ୧ ।    ସିଂହାସନ ଆଗେ ବିଦ୍ୟମାନ ଖର୍ବ ଖର୍ବ ଧର୍ମ ଦୂତଗଣ, ଚବିଶ ପ୍ରାଚୀନ ମୁକୁଟ କାଢ଼ିଣ ବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ । ୨ । ଅଗଣ୍ୟ ଜନତା ସାଧୁମାନ ସେବା ଭଜନାରେ […]

gao sorbe atti modhure traatanka namo suswore

ଗାଅ ସର୍ବେ ଅତି ମଧୁରେ,  ତ୍ରାତାଙ୍କ ନାମ ସୁସ୍ୱରେ, ପରିତ୍ରାଣ ନେଇ ଆସିଛନ୍ତି ସେହି, ଯାଚୁଛନ୍ତି ନିଅ ସତ୍ୱରେ । ଘୋଷା । ପାପଭାରରେ ଯଦି ଭାରାକ୍ରାନ୍ତ, ଯୀଶୁ ଡାକୁଛନ୍ତି, ଆସ ସମସ୍ତ, ଭାର କାଢ଼ିନେବା, ଶାନ୍ତି-ଚିତ୍ତ ଦେବା, ସୁଖୀ ହେବ ତୁମ୍ଭେ ଅନ୍ତରେ । ୧ ।    କ୍ଷୁଧିତ ତୃଷିତ କି ପରିଶ୍ରାନ୍ତ, ଅବା ନାନା ଦୁଃଖେ ଯଦ୍ୟପି କ୍ଳାନ୍ତ, ନୋହିଣ ନିରାଶ ଆସ ଯୀଶୁ ପାଶ, ଡାକୁଛନ୍ତି ସେହି ପ୍ରେମରେ । ୨ […]

aaso jishu khristo naamo bhojibaa

ଆସ ଯୀଶୁଖ୍ରୀଷ୍ଟ ନାମ ଭଜିବା, ଅନନ୍ତ ଜୀବନ ବହୁମୂଲ୍ୟ ଧନ ପରିତ୍ରାଣ ଜ୍ଞାନ ଲଭିବା । ଘୋଷା ।    ସ୍ୱଦେଶୀ ବିଦେଶୀ ଭାଇ ବନ୍ଧୁ ଜ୍ଞାତି, ଆସ ରୁଣ୍ଡ ହୋଇ ଭଜିବା, ଶୁଭ ସମାଚାରେ ଯାହା ଲେଖାଅଛି ପଢ଼ି ମୁକ୍ତିମାର୍ଗ ପାଇବା         ା ୧ । ଧର୍ମ ଆତ୍ମା ମାଗି ମନ ମଧ୍ୟେ ରଖି ପାପ-ତିମିରକୁ ନାଶିବା, ମୃତ୍ୟୁ ଆଦି ଭୟ ସବୁ କରି ଜୟ ମୃତ୍ୟୁଞ୍ଜୟ ହୋଇ ଉଠିବା  ନାନା ଯନ୍ତ୍ର ତନ୍ତ୍ର ବୀଣା […]

bhojo hai jishunka naamo nirobodhi

ଭଜ ହେ ଯୀଶୁଙ୍କ ନାମ ନିରବଧି ଦେଇ ସର୍ବ ବଳ ଚିତ୍ତ ଦେହ ପ୍ରାଣାଦି । ଘୋଷା । ଭକ୍ତି ଚିତ୍ତେ ଦୃଢ଼ ମତେ ସେବା କର ନିରତେ; ଯତନେ ସାଧନ କର ସେ ତ୍ରାଣନିଧି ଧ ର ତାଙ୍କ ଶ୍ରୀ ଚରଣ, ପାଇବ ହେ ଜୀବନ;             ା ୧ । ସେ ଦେବେ ଘୁଞ୍ଚାଇ ପାପ ସନ୍ତାପ ବ୍ୟାଧି ନ ପାସୋର ତାଙ୍କୁ ମନ, ନ ଛାଡ଼ କଦାଚନ;               ା ୨ । ଶେଷେ ସେହି […]

jishu naamo binu naahi anya re traano

ଯୀଶୁ ନାମ ବିନୁ ନାହିଁ ଅନ୍ୟରେ ତ୍ରାଣ । ଘୋଷା । ସେହି ଯୀଶୁ ଦାସାକାରେ        ଅଇଲେ ଅବନୀ ପରେ ପାପୀ ତାପୀ ତାରିବାରେ ହୋଇଲେ ଜନ୍ମ । ୧ । କଲେ ମହା ମହା କର୍ମ           ମୃତକୁ ଦେଲେ ଜୀବନ  ବଧିରେ ଦେଲେ ଶ୍ରବଣ, ଅନ୍ଧେ ନୟନ । ୨ । ଭ୍ରମି ନାନା ଦେଶ ଦେଶ          ଦେଲେ ନାନା ସୁପଦେଶ  ଯେହ୍ନେ ଏ ମାନବ ବଂଶ ପାଇବେ ତ୍ରାଣ । ୩ । ଅବଶେଷେ […]

monoru hebo ki antoro jishu naamo

ମନରୁ ହେବ କି ଅନ୍ତର ଯୀଶୁ ନାମ ଯେ ନାମ ଅଟଇ ସର୍ବ ନାମରୁ ପରମ । ଘୋଷା । ଯେ ନାମ ସ୍ୱର୍ଗ ଭୁବନେ ଗା’ନ୍ତି ଦିବ୍ୟ ଦୂତଗଣେ, ମୁକୁଟ କାଢ଼ି ଅନୁକ୍ଷଣେ ବୋଲନ୍ତି ଧର୍ମ ଧର୍ମ ଧର୍ମ ହେ ଯୀଶୁ ନାମ, ଧ ନ୍ୟବାଦ ପ୍ରଶଂସାକୁ ତୁମ୍ଭେ ସୁଭାଜନ । ୧ । ଶୁଣି ସେ ନାମ ମୋ ଚିତ୍ତ ହେଲା ପୁଲକିତ, ହେଲା ଶୋକ ସନ୍ତାପ ହତ ଦୂର କଲା ମୋ ଭୟ, […]

jishu naame je bhaabo achi

ଯୀଶୁ ନାମେ ଯେ ଭାବ ଅଛି, କେବଳ ବିଶ୍ୱାସୀ ସିନା ଜାଣୁଛି, ଅମୃତ ନିର୍ଝର ବହେ ଝର ଝର, ତଟକା ମଧୁରୁ ମିଷ୍ଟ ଲାଗୁଛି । ଘୋଷା । ଯୀଶୁ ଖ୍ରୀଷ୍ଟ ସ୍ୱର୍ଗୀୟ ନାମ, ସ୍ୱର୍ଗଦୂତ ଦ୍ୱାରା ପ୍ରଦାନ, ଅଟଇ ସେ ନାମ କେଡେ ଼ମିଷ୍ଟତମ, ଯେ ଚାଖେ ତା ଗୁଣ ସେହି ଜାଣୁଛି । ୧ ।    ଯୀଶୁ ନାମ ପାଇବା ପାଇଁ, ସ୍ୱର୍ଗ ପୃଥ୍ୱୀରେ କେହି ନାହିଁ, ପାପୀର ଜୀବନ ଅଟେ ଖ୍ରୀଷ୍ଟ […]

jishu naamo ki sumisto

ଯୀଶୁ ନାମ କି ସୁମିଷ୍ଟ, କରେ ମନ ହୃଷ୍ଟ ହେ । ଘୋଷା । ସାଂସାରିକ ଯେତେ ସୁଖ         ତହିଁରେ ନ ଗଲା ଦୁଃଖ  କେବଳ ନାମ ଯୀଶୁଙ୍କ ହରେ ସର୍ବ ଦୁଃଖ । ୧ । ତାଙ୍କ ନାମ ମନେ ଗାଇ ଆବରି ମୁଁ ନିତି ଧ୍ୟାୟି  ହରଷ ହୋଇ ଉଠଇ ଭରସା ମୁଁ ପାଇ । ୨ । ସେ ମୋ ନିତ୍ୟସ୍ଥାୟୀ ତ୍ରାତା,      ମୋର ପାପ ଶାପ-ହର୍ତ୍ତା ନାହିଁ ତାଙ୍କ ବିନା ନାହିଁ […]