ଆରତ ଆନନ୍ଦ ସିନ୍ଧୁ ଜଗବନ୍ଧୁ aaroto aanondo sindhu jagabandhu

ଆରତ ଆନନ୍ଦ        ସିନ୍ଧୁ ଜଗବନ୍ଧୁ ଆରତ ଆନନ୍ଦ ସିନ୍ଧୁ ! ଆନନ୍ଦ ପସରା ସରଗର ଧାରା ବହାଅ ଦଗଧ ହୃଦୁ । ଘୋଷା । ଡାକଇ କାତରେ ଦିଅ ଦେଖା ବାରେ ଦେଖିଲେ ବଦନ-ଇନ୍ଦୁ, ପାଷାଣ ଫାଟିବ,       ଦେହ ଶିହରିବ ଝରିବ ଲୋତକ ବିନ୍ଦୁ । ୧ । ନୀରସ ହୃଦୟେ      ବସି ତବାଳୟେ ଡାକୁଅଛି, ଦୀନବନ୍ଧୁ ! ପରାଣ ପରଶ,         ହୃଦୟେ ବରଷ ତବ ପ୍ରେମ-ବାରି-ମଧୁ । ୨ । ସୂଚୀମାଳାକୁ ଫେରନ୍ତୁ

ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ମନ ମନ୍ଦିରରେ ରାଜ ହେ, aahe niromolo sundoro ujjala mono mondirore raajo

ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ମନ ମନ୍ଦିରରେ ରାଜ ହେ, ଦରଶନ ଲାଗି        ରହିଛି ମୁଁ ଜାଗି ( ଆଜି) ଦେଖାଦିଅ ହୃଦରାଜ ହେ । ଘୋଷା । ତୁମ ଲାଗି ପ୍ରଭୁ       ଛାଡ଼ିଛି ମୁଁ ସବୁ ନିନ୍ଦା ଅପମାନ ଲାଜ ହେ, ତୁମ୍ଭ ଦେଖା ପାଇଁ     ବସିଛି ଅନାଇ (ପ୍ରଭୁ) ବଡ଼ ଆଶା କରି ଆଜ ହେ । ୧ । ତୁମ୍ଭ ଆବାହନେ      ବିଶ୍ୱ ନିମଗନ ମୋ ପ୍ରାଣ-ବୀଣାରେ ବାଜ ହେ, ତୁମ୍ଭ ପାଦ […]

ଆହେ କୃପାସିନ୍ଧୁ, ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି aahe krupaa sindhu tumbho sripaadore

ଆହେ କୃପାସିନ୍ଧୁ, ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି । ଘୋଷା । କୁଳପାବନ ହେ, ହୃଦ-ପଦ୍ମେ ରହି ବିନାଶ ଏ ଷଡ଼ରିପୁକୁ ସମୂଳେ । ହୃଦୟ ଦିଅ ଧୋଇ ତବ ଶୋଣିତ ଦେଇ, ପାତି ପ୍ରେମ ଆସନ ବସି ଜୀବନ ସାଇଁ, ପ୍ରେମ-ପୀୟୁଷ ଧାରା ବହୁ ହୃଦୟ ଛାଇ, ଶରଣ ସମ୍ଭାଳ ଶ୍ରୀ ପାଦେ କିଣା ଜନକୁ । ୧ । ପାପ ଦାବାନଳ ହୃଦ-ବନେ ମୋର ଯେବେ ପ୍ରବଳ ଉଠଇ, ଆହେ ପ୍ରେମ ଝର, […]

ଦୁଆରେ ଉଭା ନ ହୋଇ ଆସ ପ୍ରଭୋ, ଭିତରେ duaare ubhaa no hoi aaso probhu bhitore

ଦୁଆରେ ଉଭା ନ ହୋଇ ଆସ ପ୍ରଭୋ, ଭିତରେ ଆସି ଫେରି ଯାଅ ନାହିଁ, ପ୍ରବେଶ ଏ ଚିତ୍ତରେ । ଘୋଷା । ତୁମ୍ଭର ଅପ୍ରୀତିକର ଯଦି ଥାଏ କିଛି ମୋର, ଛଡ଼ାଇ ନିଅ ହେ ପଛେ କାନ୍ଦେ ଅତିରିକ୍ତରେ । ୧ । ଯଦି କାମନାର ସୁରା କରିଥାଏ ଜ୍ଞାନ ହରା, ଚେତାଅ ହେ ମାରି ତ୍ୱରା ଶାସନର ହସ୍ତରେ । ୨ । ତବ ସିଂହାସନେ ଆସି ଯଦି ଥାଏ କେହି ବସି, ପ୍ରଭୁ […]

ଦିଅ ସୁସ୍ଥିର ମତି, କର ସ୍ଥିର ମୋ ଚଞ୍ଚଳ ଗତି, dio susthiro moti kara sthiro

ଦିଅ ସୁସ୍ଥିର ମତି, କର ସ୍ଥିର ମୋ ଚଞ୍ଚଳ ଗତି, ଯୀଶୁ, କରିବି ହେ ତୁମ୍ଭ ସ୍ତୁତି । ଘୋଷା ।    ଏହି ମନ୍ଦିରକୁ କଲ ମନୋନୀତ କରିବା ପାଇଁ ବସତି, ଏଣୁ ମୁହିଁ ତହିଁ ଦେଲି ପାଦ ଥୋଇ ସାବଧାନ ହୋଇ ଅତି  ସଂସାରର ଚିନ୍ତା ଦୂରେ ପରିହରି ଆସିଛି, ତୁମ୍ଭର କତି, ା ୧ । ଦେହ ପ୍ରାଣ ଦୁଇ ସମର୍ପିବି ମୁହିଁ ତୁମ୍ଭର ବାକ୍ୟର ପ୍ରତି  ଆତ୍ମା ଦ୍ୱାରା ସତ୍ୟତାରେ ମୋର […]

ଦିଅ ସତ୍ୱର ଜଳ, କର ଦୁର୍ବଳ ପ୍ରାଣ ସବଳ diyo sotworo jala koro durbolo

ଦିଅ ସତ୍ୱର ଜଳ, କର ଦୁର୍ବଳ ପ୍ରାଣ ସବଳ । ସ୍ଥିର କର ମନ ଚଞ୍ଚଳ । ଘୋଷା । ଯୀଶୁ ହେ ନବୀନ ଜଳଧର ତୁମ୍ଭେ, ମୁହିଁ ଚାତକ କାତର, ତୁମ୍ଭଙ୍କୁ ଡାକୁଛି ଶୁଣ ଆହେ ପ୍ରଭୁ ତ୍ରାଣ-ଜଳ ଦାନ କର । ୧ । ପାପରୂପ ଅଗ୍ନି ସଂସାର ବନକୁ ଦହୁଅଛି ନିରନ୍ତର, କାମ-କ୍ରୋଧ-ଲୋଭ-ମୋହରୂପ ଧୂମଜ୍ଞାନ ହରାଏ ମୋହର । ୨ ।    ମୋହର ବିଶ୍ୱାସ-ବତାସ ଉପରେ ଆସ ଯୀଶୁ ଦେଇ ଭାର, […]

ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି, bhrome ki koli mu mudho bhulili

ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି, ପାଷାଣ ବୋଲିଣ ବାଲୁକା ଉପରେ ଅକାରଣେ ଗୃହ ଗୁନ୍ଥିଲି । ଘୋଷା । ପାପ-ନଦୀ ଏବେ ଆସିଲା ବଢ଼ି, ମୂଳଦୁଆ ତ ଯାଇଅଛି ପଡ଼ି, ବାୟୁ ସହିତରେ କି ବୃଷ୍ଟି ପଡ଼ଇ ପ୍ରାଣେ ନିର୍ଭରସା ହୋଇଲି । ୧ । ଦୟା ପ୍ରକାଶ ଯେ ଯୀଶୁ, ଏକ୍ଷଣ ରକ୍ଷା କର ଅରକ୍ଷିତ ଜୀବନ, ତୁମ୍ଭ ବିନୁ ଆଉ ଏ ଭବ ନଦୀରେ କାଣ୍ଡାରୀ ଖୋଜି ନ ପାଇଲି । […]

ଆହେ ତ୍ରାଣର ପତି, aahe traanoro poti tumbhe pheraao

ଆହେ ତ୍ରାଣର ପତି, ତୁମ୍ଭେ ଫେରାଅ ମୋହର ମତି, ଦୟା କରି ଦିଅ ଧର୍ମ ଦୀପ୍ତି । ଘୋଷା । ପାପ-ଅନ୍ଧକାର ନାଶ କରି ପ୍ରଭୁ ପ୍ରକାଶ ଧର୍ମ ଝଟତି, ମନରେ ଭରସା କରି ତ୍ରାଣ ଆଶା ଚାହିଁ ଅଛି ତୁମ୍ଭ ପ୍ରତି    ା ୧ ।    ଉଦ୍ଧାରିବା ପାଇଁ ଅବତୀର୍ଣ୍ଣ ହୋଇ ସହିଲ କେତେ ଦୁର୍ଗତି, ମୋର ପାପଭାର ଭୋଗିଲ ଶରୀର ନେବାକୁ ତୁମ୍ଭର କତି   ା ୨ । ମାରିଆ […]

କରୁଣା କର ଯୀଶୁ, କର କରୁଣା ହେ karunaa kara jishu kara karunaa

କରୁଣା କର ଯୀଶୁ, କର କରୁଣା ହେ । ଘୋଷା । ନାହିଁ ହେ ତୁମ୍ଭ ବିନା ନାହିଁ ତୁମ୍ଭ ବିନା ଦୀନହୀନର ଗତି ଅଧର୍ମ ମାର୍ଜନା । ତୁମ୍ଭ ବିନା ଅସାର ମିସରୀୟ ସୁନା, ନ କର ଊଣା କରୁଣା ହେ । ୧ ।    ଭୋଗୁଅଛ ମୋର ପାଇଁ କ୍ରୁଶୀୟ ବେଦନା, କରିଅଛ ରକ୍ତପାତ ଭୋଗୀ କି ଯାତନା; ସେହି ରକ୍ତେ, ସେହି ରକ୍ତେ ଅଟେ ମୁହିଁ କିଣା, ନ କର ଊଣା […]

ନ କର ଯୀଶୁ କରୁଣା ଊଣା na kara jishu karunaa unna

ନ କର ଯୀଶୁ କରୁଣା ଊଣା, ମୁହିଁ ପ୍ରଧାନ ପାପୀରେ ଅଟେ ଗଣା । ଘୋଷା । ତୁମ୍ଭେ ଅଟ କୃପାସିନ୍ଧୁ ଦୀନ ଅନାଥର ବନ୍ଧୁ ତୁମ୍ଭେ ଅଟ ପତିତ ତାରକ, ତୁମ୍ଭେ ଆହେ ଦୟାମୟ ପତିତର ମହାଶ୍ରୟ ଅନ୍ୟ ଆଶ୍ରା ନାହିଁ ତୁମ୍ଭ ବିନା । ୧ । ଭୋଗିଅଛ ମୋ କାରଣ କ୍ରୁଶୋପରେ କି କଷଣ ହେବାକୁ ମୋ ପାପ ପ୍ରାୟଶ୍ଚିତ୍ତ, ସେହି ପ୍ରାୟଶ୍ଚିତ୍ତ ରକ୍ତେ ଧ ୁଅ ମୋର ପାପ ଯେତେ ନ […]