କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ ki dekhi sonsaaro sukho ku karu mono mononito
କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ ମହା ପୁରସ୍କାର ପ୍ରତି ନ କରି ଦୃଷ୍ଟିପାତ ? । ଘୋଷା । ଦେଖି ରୂପ ଶୋଭିତ ହେଉଛୁ କି ଲୋଭିତ ? ନ ହୁଅ ପତଙ୍ଗବତ, ଅନଳ ସିନା ସେତ । ୧ । ଯାହାକୁ ମଣୁ ସୁଖ ସେ ତ ଦୁଃଖଦାୟକ, କିଏ ତାହା ଭୋଗି ସତ୍ୟ ସୁଖ ହୋଇଛି ପ୍ରାପ୍ତ ? । ୨ । ଯେତେ ସଂସାର ସୁଖ […]
କି ଏହି ଛାର ଜଗତର ହେତୁରେ ki ehi chaaro jagatara heture
କି ଏହି ଛାର ଜଗତର ହେତୁରେ ମୋର ଆତ୍ମା ହଜାଇବି ପାପରେ ? । ଘୋଷା । ଏତ ଅନିତ୍ୟ ଜଗତ, ଜାଣ ପ୍ରତିବିମ୍ବ ମତ, ତାର ସୁଖ ସର୍ବ ସ୍ୱପ୍ନ ପରିରେ । ୧ । ବହୁମୂଲ୍ୟ ଆତ୍ମା ମୋର, ହେବ ଏ କି ତୁଲ୍ୟ ତାର, କୋଟି କ୍ଷିତି ହୁଏ ତୁଚ୍ଛ ମୂଲ୍ୟରେ । ୨ । ସାଦୃଶ୍ୟେ ସୃଷ୍ଟିକର୍ତ୍ତାର ସୃଷ୍ଟି ହୋଇଛି ତାହାର, କେତେ ବୁଦ୍ଧି ଜ୍ଞାନ ପୂର୍ଣ୍ଣ ତହିଁରେ । […]
ତ୍ରାଣଧନ ମନରେ, traanodhono monore kahin pain no koru
ତ୍ରାଣଧନ ମନରେ, କାହିଁ ପାଇଁ ନ କରୁ ଯତନ । ଘୋଷା । ବହୁମୂଲ୍ୟ ତ୍ରାଣଧନ ଯାଚନ୍ତି ତ୍ରାଣ-ନିଧାନ, ନ ହୁଅଇ ଲୋଡ଼ା ଧନ ତହିଁ ପାଇଁ, ମନରେ ତହିଁ ପାଇଁ, ବିନା ମୂଲ୍ୟେ ଦାନ । ୧ । ସବୁଠାରୁ ସାର ଜାଣ ଅଟେ ଆତ୍ମା ପରିତ୍ରାଣ, ପାଇଲେ ହେଁ ସର୍ବଧନ ତ୍ରାଣବିନା ମନରେ ତ୍ରାଣବିନା ହେବୁ ଦୀନହୀନ । ୨ । କରୁ ତୁହି ବିବେଚନା, ସମୟ ଅତ୍ୟଳ୍ପ ସିନା, ମନେ ନାହିଁ […]
ଉଠ ଉଠ ବେଗେ ଆହେ ପଥିକ, utho utho bege aahe pothiko
ଉଠ ଉଠ ବେଗେ ଆହେ ପଥିକ, ଯାଉଛି ବହି ଦିନ । ଘୋଷା । ଆସୁଛି ଝାସି ଅନ୍ଧାର ନିଶି, ଶୀଘ୍ର କର ଗମନ ହେ ପଥିକ । ୧ । ବାଟରେ ଘୋର ଶତ୍ରୁ ଅପାର, କର କଟି ବନ୍ଧନ ହେ ପଥିକ । ୨ । ପ୍ରଭୁଙ୍କ ଶାସ୍ତ୍ର ଦ୍ୱିଧାର ଅସ୍ତ୍ର, କରେ, କର ଧାରଣ ହେ ପଥିକ । ୩ । ବାମେ ଡାହାଣେ ନ ଯାଅ କ୍ଷଣେ, ସିଧା […]
ଉଠ ବହନ, ହେଉଛି ବେଳ ଅବସାନ utho bahana heuchi belo obosaano
ଉଠ ବହନ, ହେଉଛି ବେଳ ଅବସାନ । ଘୋଷା । କି ପାଇଁ ବିଳମ୍ବ କର, ଗନ୍ତବ୍ୟ ପଥ ଅପାର ? ଧ ରି ଖ୍ରୀଷ୍ଟ ପଦ ଚିହ୍ନ କର ଗମନ । ୧ । ବେଗେ ହୁଅ ଅଗ୍ରସର, ପଛେ ଗୋଡ଼ାଉଛି କାଳ, ବହି ଯାଉଅଛି ମାସ ବରଷ ଦିନ । ୨ । ଜଳସ୍ରୋତ ଛାୟା ମତ ହେଉଅଛି ଦିନ ଅନ୍ତ, ଧ ର ବେଗେ ତ୍ରାଣପଥ ଖ୍ରୀଷ୍ଟ ଶରଣ […]
ଆହାରେ ପତିତ ମନ, aahaa re potito mono
ଆହାରେ ପତିତ ମନ, ନ କଲୁ ଦିନେ ଭାବନ, ଅକାରଣେ ଗଲା ଦିନ । ଘୋଷା । ତୋ ଜୀବନର ପ୍ରଭାତ ଆସି ହେଲାଣି ସମାପ୍ତ, ତ୍ରାଣକର୍ତ୍ତା ଅନୁଗ୍ରହ ନ କଲୁ ତୁ ଆସ୍ୱାଦନ । ୧ । ତୋ ଜୀବନ ଯାତ୍ରା ମଧ୍ୟେ ସରିଲାଣି ଆସି ଅଧେ, ଏ ଯାଏଁ ନାହିଁ ଆରମ୍ଭ ପରିତ୍ରାଣର ସାଧନ । ୨ । ତୋର ମଧ୍ୟାହ୍ନ ସମୟ ବୃଥାରେ ହୋଇଲା ବ୍ୟୟ, ମୃତ୍ୟୁର ରଜନୀ […]
ଦିନ ଗଲାଟିରେ ବହି, dino golaatire bohi
ଦିନ ଗଲାଟିରେ ବହି, ମୋର ଘରେ ଆସିଅଛି ବିଦେଶୀ ବାଟୋଇ । ଘୋଷା । ଦେହର ଭିତରେ ମୋର ଆତ୍ମାଟି ବିଦେଶୀ ଦେହଟି ପଞ୍ଜୁରୀ, ଆତ୍ମା ଶୁକ ଶାରୀ ଭାଷି । ୧ । ଛାଡ଼ି ଉଡ଼ିଯିବ ଦିନେ ଆଉ ସେ ନ ଆସି, ନିର୍ଦ୍ଦୋଷେ ବା ଦୋଷେ ମରି ଭୁଞ୍ଜେ ଫଳରାଶି । ୨ । ଏହି କଥା ଆଜି ମନ ବିଚାର ତୁ କର, ଆତ୍ମା ସଙ୍ଗେ ଯାହା ଯିବ […]
ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ garbhadombho avhimaano kaahinki ete
ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ ବାଟ-ବସା ଧୂଳିଘର ରହିବ ସତେ । ଘୋଷା । ଏ ତୋର ପୂନେଇଁ ଜହ୍ନ ଉଁଆସେ ହୋଇବ ଲୀନ ବୃଥା ରୂପ ଯଉବନ ସ୍ୱପନ ଯେତେ ା ୧ । ହଜାଇ ଦେଇ ବିବେକ ଜାଣି ନ ଜାଣୁ ମୁରୁଖ ଅଜାଣତେ ଦିନେ ଡାକ ପଡ଼ିବ ତୋତେ ା ୨ । ଏକଲା ଆସିଛୁ ତୁହି ସଙ୍ଗେ କେହି ଯିବେ ନାହିଁ ସଙ୍ଗତେ ନେଲାଣି ବୋହି କହ କେ […]
ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa
ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ, ହେବ ଆଗମନ ଦାରୁଣ ଦୁର୍ଦ୍ଦିନ, ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର, ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ, ଗୋଟି ଗୋଟି ହୋଇ ପାଚିବ କେଶ ା ୧ । ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର, ଆଉ ବାଟେ ଘାଟେ କରତେ […]
ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? jaauchi dino bohi mono jaanu nahi ki
ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? । ଘୋଷା । ହୁଏ ଉଛୁର ପଥ ଅଛି ଅପାର, ଅଳସରେ ବସି ରହିଅଛୁ କାହିଁକି ? । ୧ । ମହୀ ଶ୍ରୀ ପାଇଁ ଲୋକେ ଅଛନ୍ତି ଧାଇଁ, ନ ଧାଇଁବୁ ସ୍ୱର୍ଗୀୟ ମୁକୁଟ ପାଇଁ କି ? । ୨ । କରିଣ ପଣ ନ କଲେ ପ୍ରାଣପଣ, ମୁକୁଟକୁ ଅନ୍ୟ ହରି ନେବ ନାହିଁ କି ? […]