ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ aaso sorbo byaapi sotwore susomaacharo bhojore
ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ, ନିମନ୍ତ୍ରଣ ପତ୍ର ହୋଇଛି ଆଗତ, ପାଠ କରି ଦେଖ ହସ୍ତରେ । ଘୋଷା । ନ କର ବାହାନା ବିଳମ୍ବ ଆର, ଡାକୁଛନ୍ତି ତୁମ୍ଭ ପିତା ଈଶ୍ୱର, ଧ ରି ଦେଖ ମନ ଆସ ହେ ବହନ, ନ ରୁହ ଜଣେ ପାଶ୍ଚାତରେ । ୧ । ଆସ ହେ ବିପଥେ ଭ୍ରମଣକାରୀ, ଡାକୁଛନ୍ତି ଯୀଶୁ ହସ୍ତ ବିସ୍ତାରି, ନୋହିବ ଅଭାବ, ଅଛି ସର୍ବ ଦ୍ରବ୍ୟ ପ୍ରସ୍ତୁତ ହୋଇଣ ଖ୍ରୀଷ୍ଟରେ । […]
ଆସ ହେ ଜଳ ନିକଟେ ତୃଷିତ, aaso hai jalla nikote trushito
ଆସ ହେ ଜଳ ନିକଟେ ତୃଷିତ, ଅମୃତ ନିର୍ଝର ଉଚୁଳି ଉଠୁଛି ଅନନ୍ତ ଜୀବନ ସ୍ରୋତ । ଘୋଷା । ଆତ୍ମା ଆଉ କନ୍ୟା କରନ୍ତି ଆହ୍ୱାନ, ଆସ ଆସ ହେ ବହନ, ଯେ ଶ୍ରବଣ କରେ ସେହି ବୋଲୁ ଆସ, ଆସ ପ୍ରତ୍ୟେକ ତୃଷିତ । ୧ । ଦେଖ ଦେଖ ତ୍ରାଣ-ପର୍ବତ ଶୃଙ୍ଗରୁ ଉଛୁଳି ଉଠୁଛି ଝର, ତୃଷା ଦୂର କରେ, ସ୍ୱାସ୍ଥ୍ୟ ଦାନ କରେ, ତୃପ୍ତ କରେ ଅବିରତ । ୨ […]
ଆହା କି ଅନୁଗ୍ରହ କ୍ଷିତିରେ aahaa ki onugraha khitire
ଆହା କି ଅନୁଗ୍ରହ କ୍ଷିତିରେ ପରିତ୍ରାଣ ଘେନି କରେ ମିଷ୍ଟଧ୍ୱନୀ ପାପିଷ୍ଠଙ୍କ ଶ୍ରବଣରେ । ଘୋଷା । ପାପ ଅଧର୍ମରେ ମୃତ ଯେତେ ନରେ ଅବା ଯେ ଥାଏ ଅନ୍ଧାରେ, ଅନନ୍ତ ଜୀବନ କରଇ ପ୍ରଦାନ କେବଳ ଅନୁଗ୍ରହରେ । ୧ । ପାପୀ ପରିତ୍ରାଣ ନ ହୁଏ ପ୍ରମାଣ ନିଜ ଧର୍ମାଚରଣରେ, ଈଶ୍ୱର ଦୃଷ୍ଟିରେ ନାହିଁ କେହି ନରେ ଧାର୍ମିକ ନିଜ କ୍ରିୟାରେ । ୨ । ପାପୀ ପରିତ୍ରାଣ ବହୁମୂଲ୍ୟ ଜାଣ, ମିଳେ ପ୍ରଭୁଙ୍କ […]
ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ, aahe dhorma atmaa huo moro proti su prosonno
ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ, ମୋର ହୃଦେ ସର୍ବକ୍ଷଣ କର ତୁମ୍ଭେ ଅଧିଷ୍ଠାନ । ଘୋଷା । ଆସ ହେ ସ୍ୱର୍ଗ କପୋତ, ତୁମ୍ଭେ ପୂର୍ଣ୍ଣ ଗୁଣଯୁକ୍ତ, ମୋର ଜଡ଼ ଚିତ୍ତେ କର ପ୍ରେମ ଅଗ୍ନି ପ୍ରଜ୍ଜ୍ୱଳନ । ୧ । ବୁଡ଼ିଗଲି ଏ ସଂସାରେ, ସ୍ୱର୍ଗ ପଥେ ଚାଲି ଧୀରେ, ସୁନୟନେ ଚାହିଁ ପ୍ରଭୁ କର ମୋତେ ସଚେତନ । ୨ । ବ୍ୟର୍ଥ ମୁହିଁ ଗୀତ ଗାଏ, […]
ହେ ଧର୍ମାତ୍ମା, ବିନୟ ଘେନ, he dharmaatmaa binoyo gheno
ହେ ଧର୍ମାତ୍ମା, ବିନୟ ଘେନ, ବିନୟ ଘେନି ମୋ ମନେ ହୁଅ ବିଦ୍ୟମାନ । ଘୋଷା । ଆସ ଦୀପ୍ତି ସମ, ନାଶ ମୋର ହୃଦୁଁ ସବୁ ଦୁଷ୍କୃତ ତମ, ତବ ଦୀପ୍ତିରେ ମୋ ପ୍ରାଣ ହେଉ ସଦା ଦୀପ୍ତିମାନ, ପାପ, କ୍ଷତି, ଶୟତାନ ନ କରୁ ତା ବିନାଶନ । ୧ । ଆସ ଅଗ୍ନି ସମ, ହୃଦେ ପ୍ରବେଶି ସମ୍ପୂର୍ଣ୍ଣ କର ଶୋଧନ, ପୁନର୍ଜନ୍ମ ସୁଲକ୍ଷଣ ତହିଁ କର ପ୍ରକାଶନ, ହେଉ ତା ତୁମ୍ଭର […]
ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ aahe dharmatmaa kari krupaa prokaashono
ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ କର ମୋ ମନେ ସ୍ଥାପନ ତବ ସିଂହାସନ । ଘୋଷା । ତୁମ୍ଭେ ହେ ପ୍ରବୋଧକର୍ତ୍ତା, ପାପ ପୂଣ୍ୟ ବୋଧ ଦାତା, ତୁମ୍ଭେ ଅଟ ପୂର୍ଣ୍ଣ ତେଜୋବାନ, ତବ ଆଲୁଅ କିରଣ ପ୍ରକାଶି ହୃଦେ ବହନ କର ମୋର ମହା ଘୋର ତମ ବିନାଶନ ା ୧ । ପ୍ରଭୁ ପ୍ରତି ପ୍ରେମ-ଭକ୍ତି ହେଉ ମୋ ହୃଦେ ଉତ୍ପତ୍ତି ଦୂର ହେଉ ସବୁ ପାପ-ପ୍ରେମ, ଏହି ମୋ ଶିଥିଳ ପ୍ରାଣ […]
ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ, dukhohaari bondhu mom kehi naahi jishu bine
ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ, ଦୁଃଖ-ରାତି ସୁଖେ ଭାତି ଫୁଟି ଉଠେ ଜୀବନେ ା ଘୋଷା । ଯେବେରେ ହୃଦୟାକାଶେ ବାଦଲ ଘନାଇ ଆସେ, କିଏ ଆସି ହସି ହସି ଦୁଃଖ ହରେ ତତ୍କ୍ଷଣେ ା ୧ । ଯେବେରେ ମରୁର ବାଆ ପୋଡ଼ି ଜାଳି ଦିଏ ଆହା ସରସ ସପନ ଯେତେ ରଙ୍ଗ ରଙ୍ଗ ଛବି ନୂଆ ସେ ମୋର ଯୀଶୁରେ ଭାଇ ମୋହନ ପରଶ ଦେଇ ବୁକୁ ପରେ […]
କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା ଆଗେ କହିବି, ki budhi koribi keu thaaku jibi
କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା ଆଗେ କହିବି, ଅନ୍ତର ବେଦନା, ମନର ଭାବନା, ହୃଦଫେଡ଼ି କାହା ଆଗେ ଜଣାଇବି ? । ଘୋଷା । କେ ନେବ ମୋ ଦୁଃଖ, ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ, ମୋ ଚିନ୍ତାର ଭାର ପାପ ଦୁରାଚାର ଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ? ମୋ ମତି ଚଞ୍ଚଳ, ତଡ଼ିତୁଁ ଚପଳ, ଭ୍ରମୁଥାଏ ତ୍ରିକାଳ, ମୋର ନାହ ିଁବଳ, ମୁଁ ଅତ ିବିକଳ, କାହାବଳେ ତାକୁ […]
ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ jonaayeebi aau kaaha aagore moto dukho probhu bihune
ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ । ଘୋଷା । ଦୀନହୀନ ବନ୍ଧୁ ସେହି କୃପାସିନ୍ଧୁ, ଦୃଢ଼ଗଡ଼ ଦୁର୍ଦ୍ଦଶାରେ, ଡାକନ୍ତି ପ୍ରତ୍ୟେକ ଖେଦିତ ଲୋକଙ୍କୁ ଆସିବାକୁ ଶ୍ରୀଛାମୁରେ ହେ । ୧ । ତାଙ୍କ ଦୟାସନ ଦୁଃଖ ବିନାଶନ ଅଛି ଦୁଃଖୀ କାରଣରେ, ପାରେ ଯାଇ ମୁହିଁ ସ୍ୱଚ୍ଛନ୍ଦରେ କହି ଦୁଃଖ ମୋର ସେହିଠାରେ ହେ । ୨ । କେଡ଼େ ମୂଲ୍ୟବାନ ପ୍ରତିଜ୍ଞା ବଚନ ଦେଇଛନ୍ତି ସ୍ୱବାକ୍ୟରେ, ନିଶ୍ଚେ […]
ପ୍ରଭୁ ତୁମ ଚରଣରେ probhu tume charana re
ପ୍ରଭୁ ତୁମ ଚରଣରେ ଏହି ମୋର ନିବେଦନ । ଘୋଷା । ବଞ୍ଚେ ମୁହିଁ ଯେତେ ଦିନ ଧ ର୍ମେ ଥାଉ ସ୍ଥିର ମନ, ଧର୍ମ-ଆତ୍ମାଙ୍କୁ ନ ଘେନ ମୋଠାରୁ କଦାଚନ ା ୧ । ସତର୍କ ହେଉ ବିବେକ ଯେସନେ ନେତ୍ରପଲକ, ହେଉ ମୃତ ଦିନୁଁଦିନ ମୋ ପୁରାତନ ମନ ା ୨ । ପ୍ରଭୁ ପ୍ରତି ପ୍ରେମେ ନିତ୍ୟ ହେଉ ଉତ୍ତପ୍ତ ମୋ ଚିତ୍ତ, ତାଙ୍କ ପ୍ରେମ କର୍ତ୍ତାପଣ ହେଉ ହୃଦେ ସ୍ଥାପନ ା […]