ହେ ସର୍ବଦେଶୀୟ ମାନବଗଣ, he sarvadesiyo maanobo gono
ହେ ସର୍ବଦେଶୀୟ ମାନବଗଣ, କର ଯିହୋବାଙ୍କ ପ୍ରଶଂସା ଗାନ, ତାହାଙ୍କ ଗୌରବଯୁକ୍ତ ସିଂହାସନ ଛାମୁରେ କର ସମ୍ଭ୍ରମ ପ୍ରଣାମ ା ଧ୍ରୁବ । ସେହି ପ୍ରଭୁ ଅଟନ୍ତି ହୁଅ ଜ୍ଞାତ, ଅସୀମ ଜ୍ଞାନଯୁକ୍ତ ପରାକ୍ରାନ୍ତ, ସେହି ପାରନ୍ତି କରିବାକୁ ନିର୍ମାଣ, ସେହି ପାରନ୍ତି କରି ବିନାଶନ ା ୧ । ଆମ୍ଭେମାନେ ନୋହୁଁ ଯେ ଆତ୍ମସୃଷ୍ଟ, ସେହି କରିଅଛନ୍ତି ରୂପବନ୍ତ ପ୍ରକାଶି ଅସୀମ ଜ୍ଞାନ ପରାକ୍ରମ, ଧୂଳିରୁ ଶରୀର କଲେ ନିର୍ମାଣ । ୨ । […]
କୁଶ ବିନା ମୁଁ ହେବି ପଥହରା krusho binaa mu hebo pothohoraa
କୁଶ ବିନା ମୁଁ ହେବି ପଥହରା ଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ ଥର) b|| ଯଦି କୁଶ ତ୍ୟାଗେ ମୁହଁ ପାପ ଅନ୍ଧାରେ ରାସ୍ତା ନାହିଁ ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … ୧ || ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳି ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ 19 || ସୂଚୀମାଳାକୁ ଫେରନ୍ତୁ
ପ୍ରଭୁ ଯୀଶୁ ତୁମ କୁଶ ତଳେ probhu jishu tumo kruso tole
ପ୍ରଭୁ ଯୀଶୁ ତୁମ କୁଶ ତଳେ ମୁ ଯେ ଦୀନ ପାପୀ ଶରଣ ନେଉଛି କେତେ ଭ୍ରାନ୍ତି ପଥେ ବୁଲି ବୁଲି ଶେଷ ଶୁଣିଲି ଡାକୁଛ ତୁମେ ଶାନ୍ତ ମୂଦ୍ର ଭାଷେ ଦେଖିଲି କୁଶେ ତୁମେ କି ଅତୁଳୀ ପ୍ରେମ ରୁର ଝରଣା ସମ ମୋ ଲାଗି ଝରୁଛି ଇହ ପର ଲୋକେ ତୁମେ ମୋର ପ୍ରଭୁ ସତ୍ୟ ଜୀବନ ପଥେ ତୁମେ ସବୁରେ ସବୁ ରଖିଲି ଭରସା ମୋର ତୁମେ ଶ୍ରୀପୟର ଏ ଛାର ଜଗତ […]
ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ mohaa probhu hai tumori pujaa mondiro bedi tole
ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ … ଭକତି ସମ କୁସୁମ ରାଶି, ଅରପି ଚରଣ ତଳେ ତୁମରି ପ୍ରଭୁ ହେ |୧|| ଚାହିଁନା ହୋମ ବଳୀ ଧନ ଓ ସାର ଅନୁତପିତ ହୃଦ ଲୋଡ଼ା ତୁମ ନୟନ ଜଳ ମୋ ପୂଜା ଫୁଲ ନିରବେ ନିଅହେ ତୋଳି ତୁମରି ପ୍ରଭୁ ହେ |୧|| ହେ ଯୀଶୁ ସାରଥ୍ ମମ ଜୀବନ ପଥେ ଶତ ଦୂରୁ ଦିନେ ବିପଦେ … ଡାକୁଛି ମୁହଁ ଅତି […]
ଆମେ ବିଜୟୀ ହେବା aame bijoyee hebaa se dino
ଆମେ ବିଜୟୀ ହେବା (୩ ଥର) ସେ ଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ଆମେ ବିଜୟୀ ହେବା ସେ ଦିନ ଆମେ ଶାନ୍ତି ଆଣିବା (୩ ଥର) ସେ ଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ଆମେ ଶାନ୍ତି ଆଣିବା ସେ ଦିନ ଆମେ ମିଳି ଚାଲିବା, ଆମେ ମିଳି ଚାଲିବା ପ୍ରେମେ ମିଳି ଚାଲିବା ସେ ଦିନ ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ ପ୍ରେମେ ମିଳି ଚାଲିବା ସେ ଦିନ […]
ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ jishu potho jishu satya jishu hin jibono
ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ ଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ ମୋ ଗୀତିରେ ଭରି ଉଠୁ ମଧୁର ମୂଳ୍ପନା କଣ୍ଡ ମୋ ଝରିଯାଉ ତାଙ୍କରି ବନ୍ଦନା ଯୀଶୁ ହାତ ପରଶରେ ହସୁ ମୋ ପରାଣ ଜୀବନର ଶେଷ ସଞ୍ଜ ସୃରି ତାଙ୍କ ନାମ ଲଭିବି ମୁଁ ହୃଦୟରେ ଶକତି ଅସୀମ ମଥା ରଖି ଯୀଶୁ ପାଦେ ବୁଜିବି ନୟନ ସୂଚୀମାଳାକୁ ଫେରନ୍ତୁ
ଯାତ୍ରୀ ଆଗୋ ଲକ୍ଷ୍ୟ ତୁମ jaatri aago lakhya tumo
ଯାତ୍ରୀ ଆଗୋ ଲକ୍ଷ୍ୟ ତୁମ ଚିର ମନୋହର ଏକ ସୁନ୍ଦର ଦେଶ ଏ ଧରଣୀ ନୁହେଁ ତୁମ ଚିର ଆବାସ ସେ ଦେଶ ଅଟେ ନିତ୍ୟ ନୂତନ ସେ ଦେଶେ ନଥାଏ ଶୋକ, କ୍ରନ୍ଦନ ଝରୁଥାଏ ମଧୁଭରା ସଂଗୀତ ପ୍ରତି ପ୍ରାଣେ ତୋଳି ନବ ପୁଲକ ସେ ପ୍ରିୟ ଦେଶ, ଅମର ଦେଶ ଆଲୋକ ଉଛୁଳା ସେହି ଅପୂର୍ବ ଦେଶ ଯାତ୍ରୀ ତୁମ ଲକ୍ଷ୍ୟ ସେହି ଚିର ଆବାସ ସେ ଦେଶର ନାମ ମଧୁ ସିୟାନ ଜ୍ୟୋତି […]
ଜୀବନେ ପ୍ରଭୁ ସାଥୀ ହୁଅ jibone probhu sathi huo
ଜୀବନେ ପ୍ରଭୁ ସାଥୀ ହୁଅ, ଚଲାପଥେ ପ୍ରଦୀପ ହୁଅ b|| ଯାଏ ଯଦି କେବେ ଦୂରେ ତୁମଠୁ ଭରିଯାଏ ଲୁହ ତୁମ ଆଖିରେ ପ୍ରେମ ଡୋରେ ତୁମ୍ଭେ ବାନ୍ଧି ରଖ ଚଲାପଥେ ପ୍ରଦୀପ ହୁଅ କରୁଛି ଶପଥ ଦେବିନି ଦୁଃଖ ଜୀବନର ମୋ’ ଶେଷ ଯାଏ ପ୍ରେମେ ନିଅ ମୋତେ ତୁମରି କୋଳେ ଜୀବନର ଅନ୍ତିମ କାଳେ ସୂଚୀମାଳାକୁ ଫେରନ୍ତୁ
କଣ୍ଟା ମୁକୁଟିଆ ମୋର ହୃଦୟ ରତନ ହେ kontaa mukutia moro hrudoyo ratana hai
କଣ୍ଟା ମୁକୁଟିଆ ମୋର ହୃଦୟ ରତନ ହେ ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ ପଡ଼ିଥିଲି ପାପ ପକେ ଉଦ୍ଧରିଲ ନିଜ ହସ୍ତେ କି ଦେଇ ଶୁଝିବି ପ୍ରେମ … ତାଙ୍କରି ସେ ଧନ ହେ ଆସରେ ସରବେ ଭାଇ, ଯିବା କୁଶକୁ ତ ଧାଇଁ ଥୋଇ ଦେବା ପାପ ଭାର … ଦେବେ ପରିତ୍ରାଣ ହେ ବାଲିଘର ଏ ସଂସାର, ହୋଇଯିବ ଦିନେ ଶେଷ ଭାସିଯିବା ସାଗରରେ … କରି ପ୍ରଭୁ […]
ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ aamo najorito probhu jishu khristo
ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ ପାପୀ ପାଇଁ ବଳି ହେଲେ କେଡେ ପ୍ରେମ କଲେ ( ୨ ଥର) ପାପୀ ପାପ ପାଇଁ କୁଶ ଭାର ବହି କାଲବରୀ ପାହାଡରେ ( ୨ ଥର ) କଣ୍ଟାର ପଥେ ସେ ଚାଲିଲେ ମାନବର ଏହି ପାପ ତାପ ପାଇଁ ପିଠିରେ କୋରଡ଼ା ଛାଟ ( ୨ ଥର) ମସ୍ତକେ କଣ୍ଡା ପାଗ ବାନ୍ଧିଲେ ଅନ୍ଧ, ଛୋଟା, କାଲ, ପକ୍ଷାଘାତି, କୃଷି । ଯୀଶୁଙ୍କ ନିକଟେ ଗଲେ ( […]