କେତେ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ ା ଘୋଷା ।
ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣ,
ଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ
ତାଙ୍କର ଅସୀମ ଭ୍ରାନ୍ତିଶୂନ୍ୟ ଜ୍ଞାନ, ା ୧ ।
କରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ
ବିଦେଶରେ ଗତି କଲେ ନାହିଁ ଭୀତି, ା ୨ ।
ସର୍ବତ୍ର ନିର୍ବିଘ୍ନେ ତାଙ୍କୁ କରାନ୍ତି ଗମନ
ସମୁଦ୍ର ଗମନେ ଭୟ ନୁହେଁ ମନେ, ା ୩ ।
ଯେଣୁ ସେ ସମୁଦ୍ର ଢେଉ ତାଙ୍କ ଆଜ୍ଞାଧୀନ
ଦୁର୍ଦ୍ଦଶା, ଦୁର୍ଗତି, ମରଣ ଓ ଭୀତି, ା ୪ ।
ଏ ସର୍ବରେ ତାଙ୍କ ପ୍ରତି ନିତ୍ୟ ଆବରଣ ା ୫ ।