aarati tumari karibi

ଆରତି ତୁମରି କରିବି ଦୁଃଖ ହାରି
ପ୍ରେମ ଦୀପ ଜାଳି ନୟନେ
ଅନୁରାଗ ପ୍ରେମେ ଝରାଇ ଦେବିଗୋ
ନୟନର ବାରି ଦୁଇ ଚରଣେ ।ଘୋଷା|


ଗାଇବି ସପ୍ତସୂରେ ପ୍ରେମ ଅନଳେ
ଉଛୁଳାଇ ଦିଅ ତୁମେ ପୂର୍ଣ୍ଣ ପ୍ରକମ୍ପି
ପ୍ରେମ ଭକତି … କୁସୁମରେ ରୀତି
ସଜାଇ ଦେବି ଗୋ ସୁହାଗ ମନେ I୧I


ତୁମେ ମୋ ପ୍ରିୟତମ ପ୍ରଭୁପେ ମୋର … ୨ ଥର
ଧରମେ କରମେ ମୁଁ ହେବି ଯେ ତୁମର
ଜଗିରହି ସଦା
… ଦିବା ରଜନୀରେ
ଭଜିବି ସେ ନାମ ମନ ଗହନେ |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *