aau ratri nahin

ଆଉ ରାତ୍ରି ନାହିଁ ଆଉ ଛାନ୍ତି ନାହିଁ
ଆଉ ମୃତ୍ୟୁ ନାହିଁ ଧରା ପରେ ମୃତ୍ୟୁ ହଜିଛି ଦୂରେ
ବିଜୟୀ ଯୀଶୁ ଉଠିଛନ୍ତି ଆଜି ଏହି ଶୁଭ ଲଗନରେ (ଘୋଷା )


ଆସରେ ଆସ ବିଶ୍ବର ଯେତେ କ୍ଲାନ୍ତ ଜନତା ଆଜି
ଅମର ଖ୍ରୀଷ୍ଟ ବନ୍ଦନା ଗାଇ ଚରଣେ ଯାଉରେ ହଜି
ଲଜିତ ଆଗୋ ପରଲୋକ କୁହ ଜୟ ତୁମ କେଉଁଠାରେ |୧|

ଯୀଶୁ ତ ଆମରି ପଥ ଆଉ ସତ୍ୟ ପୁନରୁଥାନ ସେହି
ପତିତଙ୍କୁ ଦେଲେ ବିଜୟୀ ଜୀବନ କୁଶର କଷଣ ସହି
ଚିର ଉନ୍ନତ ବୀର କୁଶ ଆମ ଜୟ ତୁମ ରକତରେ |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *