tumo pache pache chaluthibi

ତୁମ ପଛେ ପଛେ ଚାଲୁଥିବି ମୁଁ ..
ନେବ ତୁମେ ଯେଉଁ ଦିଗେ
ତୁମରି ଇଙ୍ଗିତେ (୩ ଥର) ଚାଲୁଥିବି ମୁଁ… (ଘୋଷା)

ଏ ଜୀବନେ ନାହିଁ କିଏ ସାହାଯ୍ୟ ସାଥିରେ ..
ତୁମେ ଏକା ମୋର ପ୍ରଭୁ ସାହାଯ୍ୟ ସାଥିରେ …(୨ଥର) |୧|

ଆସୁଅଛି ତୁମ ପାଦେ ଦୀନ ହୀନ ମୁହଁ
କରୁଅଛି ନିବେଦନ ଶୁଣ ମୋ ବିନତି |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *