kede aparadha kali

କେଡେ ଅପରାଧ କଲି ଆଜ୍ଞା ଇଂଘିଲି,
କାଳ କବଳାୟତ ହୋଇଲି (ଘୋଷା)

ଧର୍ମଦ୍ରୋହୀ ହୋଇଲି, ପାପ ରଙ୍ଗ ମଜିଲି,
କାମ, କ୍ରୋଧ, ଲୋଭ, ମୋହ, ମନ୍ଦାନ୍ଧ ହେଲି,
ସପନକୁ ତ ସତ୍ୟ ମଣିଲି |୧|

ସାଧୁସଙ୍ଗ ଛାଡ଼ିଲି, ଖଣ୍ଟ ହସ୍ତେ ପଡିଲି,
ବିବେକ ମନା ନ ମାନି ପାଷାଣ୍ଡ ହେଲି,
ନିଜ ହସ୍ତେ ସୃଜିହ୍ଵା ଛେଦିଲି |୨|

କାୟ ମନୋବାଜ୍ୟରେ କୁସିତ ଆଳାପରେ,
ସଦା ଦୋଷୀ ହୋଇ ନିଜ ଆମା ଭୁଲିଲି,
ପର ଗତି ତିଳେ ନ ଭାଳିଲି |୩|

ହେ ଯୀଶୁ କ୍ଷମାବାନ ପତିତର ପାବନ,
ତୁମ ବିନୁ ତ୍ରାଣକର୍ତ୍ତା ମୁଁ ନ ପାଇଲି,
ଶ୍ରୀଚରଣେ ଶରଣ ପଶିଲି |୪|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *