asa prasansa gaiba

ଆସ ପ୍ରଶଂସା ଗାଇବା, ଯୀଶୁ ତାନେ ଜାଗିବା
ଆତ୍ମା-ପିତାଙ୍କୁ ଗୌରବ ଧନ୍ୟବାଦ ଦେବା … |୧|

ଆହା କି ସୁଗନ୍ଧରେ ! ମୋ ପ୍ରାଣ ମନରେ
ସେ ଯୀଶୁ ପ୍ରେମ ଭରି ଯାଏ କହି ନ ସରେ … (ଘୋଷା)

ଆସ ଯୀଶୁଙ୍କୁ କୁଶରେ ଆଖି ଭରି ଦେଖିବା
ସେ ଦୁଇ ଚରଣ ଧରି ବକ୍ଷରେ ରଖିବା … |୨|

ଆସ ହେ ସେ ପୁଣ୍ୟରକ୍ତ ପାନ କରି ମାତିବା
ସେ ନିଶାରେ ସବୁ ନରେ ଯାଇ ମତାଇବା … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *