he patha satya jibana

ହେ ପଥ ସତ୍ୟ ଜୀବନ ହେ ଯୀଶୁ ତୁମେ ଦୟାବାନ
ମୋର ପାପ ପାଇଁ କେତେ ଦୁଃଖ ସହି (ଘୋଷା)

କେତେ ଦୟା ବହି ରକତ ଝରାଇ
ମୋର ମୁକ୍ତି ପାଇଁ ନିଜ ପ୍ରାଣ ଦେଇ
ଏ ଯାତନା ମୋରି ପାଇଁ, ହେ ଯୀଶୁ ତୁମେ ଦୟା ବହି… |୧|

ଥୁଲି ମୃତ ହୋଇ ପାପେ ହଜିଯାଇ
ଚିନ୍ତା କଲ ମୋତେ ଖୋଜିବାର ପାଇଁ
କଣ୍ଟା ବିନ୍ଧା ହୋଇ ପ୍ରାୟଶ୍ଚିତ୍ତ ହୋଇ
ଜଗତବାସୀଙ୍କ ପାଇଁ ହେ ଯୀଶୁ ତୁମେ ଦୟା ବହି… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

2 thoughts on “he patha satya jibana”