kete bhala mara prabhu jishu hai

କେତେଭଲ ମୋର ପ୍ରଭୂ (ଯୀଶୁହେ)
କେତେ ଭଲ ମୋର ପ୍ରଭୁ … |୦|

ତୁମେ ମୋ ମେଷପାଳକ (ଯୀଶୁହେ)
ତୁମେ ମୋ ମେଷପାଳକ … |୧|

ତୁମେ ମୋ ବିଶ୍ୱାସ ଭୂମି (ଯୀଶୁହେ)
ତୁମେ ମୋର ବିଶ୍ବାସ ଭୂମି … |୨|

ତୁମେ ମୋର ବିଶ୍ୱାସ ବାୟୁ (ଯୀଶୁହେ)
ତୁମେ ମୋର ବିଶ୍ବାସ ବାୟୁ .. |୩|

ତୁମେ ମୋ ଜୀବନ୍ତ ଜଳ ( ଯୀଶୁହେ)
ତୁମେ ମୋ ଜୀବନ୍ତ ଜଳ… |୪|

ତୁମେ ମୋର ସବୁରେ ସବୁ (ଯୀଶୁହେ)
ତୁମେ ମୋର ସବୁରେ ସବୁ… |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *