he abrahamanka ishwara

ହେ ଅବ୍ରାହାମଙ୍କ ଇଶ୍ଵର ଇସାକଙ୍କ ଇଶ୍ଵର
ଯାକୁବଙ୍କ ଇଶ୍ଵର (୨ଥର)
ଯିହୋବାଯିରି ହେ ମୋର ଯିହୋବା ନିଶୀ ହେ ମୋର
ଯିହୋବାଶାଲେମ ହେ ମୋର ହେ ମୋର ଦୟା ସାଗର …. |୧|

ଯିହୋବାରାଫା ହେ ମୋର, ଯିହୋବାରୋହି ହେ ମୋର
ଇମ୍ମାନୁଏଲ ଇଶ୍ଵର ହେ ମୋର ଦୟା ସାଗରା …. |୨|

ସାହାଯ୍ୟକାରି ହେ ମୋର, ଉଦ୍ଧାରକାରି ହେ ମୋର
ସୁରକ୍ଷାକାରି ହେ ମୋର, ହେ ମୋର ଦୟା ସାଗର … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *