tahari mukati lagire manaba

ତୋହରି ମୁକତି ଲାଗିରେ ମାନବ ତୋହରି ମୁକତି ଲାଗି
ଅଜର ଅମର କୁମାର ରୂପରେ ହେଲେଣି ମରଣ ଭାଗି … (ଘୋଷା)

ଜୀବନ ଆକର ଦେବ ପରାତ୍ପର ବ୍ୟତ ବେଦନା ଘେନା
ତୋ ଉତ୍କଟ କୁଟ ନିପଟ କପଟ ଦାରୁଣ ଲଂଚନା ଭୋଗୀ … |୧|

ଦେହ ଗୋଟାଯାକ ରକତେ ରଜିତ ହାତ ପାଦେ ଲୁହ ପ୍ରେକ
ପ୍ରତି ହିଂସା ବିଷେ ବିଷାଇ ବିନ୍ଧିଛି ବଡ଼ଶ ଅମୃତ ବକ୍ଷ …. |୨|

ସର୍ବ ସଂହାମହୀ ନପାରିଲା ସହି ଆକୁଳ ଶ୍ରୀଅଙ୍ଗ ଲାଗି
ଜଗତ ଜାକର କୋପ କବଳରେ ଗରଭେ ଗୋପନେ ରଖି … |୩|

କୋଟି ସୃଷ୍ଟିସ୍ଥିତି ଲୟ ଯା ଇଙ୍ଗିତେ ସେ ପ୍ରଭୁଙ୍କର ଶରୀର
ପ୍ରାୟଶ୍ଚିତ୍ତ ସାଧୁ ଲଭିଛି ସମାଧ ମନାସୀ ବିଶ୍ଵ ମଙ୍ଗଳ … |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *