ଦୁର୍ଗମ ପଥର ଯାତ୍ରୀ ଚାଲିରେ ଆଗେଇ ଚାଲରେ
ଯୀଶୁଙ୍କୁ ଲକ୍ଷ ରଖି ଚାଲରେ ଆଗେଇ ଚାଲରେ (ଘୋଷା)
ଆସିବ ଦୁଃଖ ନିନ୍ଦା ତାଡ଼ନା କେତେ ଏହି ଜୀବନରେ
ଧରି ଧୌର୍ଯ୍ୟ ସାହାସ ବିଶ୍ବାସ ଚାଲରେ ଆଗେଇ ଚାଲରୋ ୧|
ଜୀବନର ଏହି ଦୁର୍ଗମ ପଥେ ଯୀଶୁ ଏକା ଚିର ସାଥ
ନିଜ କୁଶବହି ଯୀଶୁ ନାମ ଗାଇ ଗଲରେ ଆଗେଇ ଚାଲିରେ … |୨|
ଚରଣ ପ୍ରଦୀପ ବାକ୍ୟ ଘେନରେ, ଏହି ଘନ ଅନ୍ଧକାରେ,
ଜାଗ୍ରତ ରହି ସଦା ପ୍ରାର୍ଥନାରେ ଚାଲରେ ଆଗେଇ ଚାଲରେ … |୩|
ଶାନ୍ତି ଦାୟକ ପବିତ୍ର ଆମ୍ବା ଚିର ପଥ ପ୍ରଦର୍ଶକ
କଢ଼ାଇ ନେବେ ସେ ସିୟୋନର ପଥେ
ତାଙ୍କରି ଇଙ୍ଗିତେ ଚାଲରେ … |୪|
ବିଶ୍ବାସର ଯୁଦ୍ଧ କରି ପ୍ରାଣପଣ ଧର ଅନନ୍ତ ଜୀବନ
ତହିଁ ପାଇଁ ପରା ହୋଇଛୁ ଆହୁତ ସୁମରି ସେ କଥା ଚାଲରେ …|୫|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.