ahe priya bandhu parikara mote

ଆହେ ପ୍ରିୟବନ୍ଧୁ
ପାରିକର ମୋତେ ଭବସିନ୍ଧୁ (ଘୋଷା)

ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲ
ମୋର ପାପେ ବଳି କୁଶେ ହେଲ ଝୁଲି
ତାରିବାକୁ ମୋତେ ପାପ ଫାନ୍ଦୁ .. |୧|

ତବ ବିନା ତରୀ ନାହି ମୋର ତରିବାକୁ ପାପ ପାରାବାର
ତମେ ତ ସରେ ଏକମାତ୍ର ତରୀ ପତିତପାବନ ପାପୀ ବନ୍ଧୁ … |୨|

ଖାଅ ନାହିଁ କେହି ଗତିପଥେ ବସିଛି ମୁଁ ଚାହିଁ ଭିକ୍ଷା ଘାଟେ
ଆହେ ତ୍ରାଣତରୀ ଶୀଘ୍ର କର ପାରି
ଶୁଭେ କ୍ଷରଇ ମୋ ନେତ୍ର ବିନ୍ଦୁ …. |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *