he parishranta bharagrastha

ହେ … ପରିଶ୍ରାନ୍ତ ଭାର ଗ୍ରସ୍ତ ଲୋକ
ତାଙ୍କ ସାକ୍ଷୀ ହୁଆ … ତାଙ୍କ ସାକ୍ଷୀ ହୁଆ
ଯୀଶୁ ତାକୁ ଅଛନ୍ତି
ଯୀଶୁଡ଼ାକୁ ଅଛନ୍ତି
ତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ …(ଘୋଷା)

ଏ … ଆକାଶ ଫାଟିବ ଫାଟିବ ।
ଦିନେନା ଦିନେ ନିଶ୍ଚୟ ଫାଟିବେ ।
ଏ … ସୁରୁଜ ଲିଭିବ ଲିଭିବ ଦିନେନା ଦିନେ ନିଶ୍ଚୟ ଲିଭିବ
ମନୋନୀତ ଯେତେ ଯିବେ ସ୍ଵର୍ଗ ଦେଶେ
ତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ … |୧|

ପୃଥିବୀ ସରିବ ସରିବ ଦିନେନା ଦିନେ ନିଶ୍ଚୟ ସରିବା
ଚନ୍ଦ୍ରମା ଖସିବ ଖସିବ ଦିନେନା ଦିନେ ନିଶ୍ଚୟ ଖସିବା
ମନୋନୀତ ଯେତେ ଯିବେ ସ୍ଵର୍ଗ ଦେଶେ
ତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ …|୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *