ki dukha sahila prabhu mo marana nije bari

କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରି
ଧନ୍ୟ ଯୀଶୁ ତାଣକାରୀ (ଘୋଷା)

ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲେ ମୋ ପାଇଁ ହୋ … ହୋ … ହୋ ..
ଗାଲେ ଚାପୁଡ଼ା ମାରିଲେ କେତେ ପରିହାସ କରି
ଏ ଯାତନା ମୋରି ପାଇଁ … |୧|

ଯାଏ କେତେ ରକ୍ତ ବହି, ମସ୍ତକରୁ ଝରି… ହୋ …ହୋ…ହୋ…
ବସାଇଲେ ଯେ ଶିଆର, ପୃଷେ କୋରଡ଼ା ପ୍ରହାର
ଅସହ୍ୟ ଦୁଃଖ ତୁମରି … |୨|

ଚଢ଼ାଇଲେ କୁଶ କାଣେ ଅଭିଶପ୍ତ ପରି .. ହୋ.. ହୋ.. ହୋ..
ହାତ ପାଦରେ ନିଷ୍ଣୁର କଣ୍ଟା ବିନ୍ଧିଲେ ଏପରି
ସତେ ଯେ ଶତ୍ରୁ ତାଙ୍କରି … |୩|

ବିଦାରେ ହୃଦ ମୋହରି ତୁମ ଦୁଃଖ ସ୍ମରି .. ହୋ..ହୋ.. ହୋ..
ମୋ ଦଣ୍ଡ ନିଜେ ଭୋଗିଲ ମୋତେ ମୃତ୍ୟୁରୁ ଉଦ୍ଧରି
ଧନ୍ୟ ଯୀଶୁ ତ୍ରାଣକାରୀ … |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *