tumari pabitra muratire gadithila

ତୁମରି ପବିତ୍ର ମୁରତିରେ ଗଢ଼ିଥିଲ ମୋତେ ଧରଣୀରେ
ହରାଇ ବସିଲି ସ୍ୱେଚ୍ଛାଚାରେପ୍ରିୟ ଯୀଶୁ ମୋ ଲାଗି କୁଶପରେ … (ଘୋଷା)

ସଂସାର ପଥ କଣ୍ଟକ ସିନା
ଚଉଦିଗେ ଦିଶେ ଘୋର କାଳିମା
ନାହିଁ ଭରସା ତୁମରି ବିନା
ପ୍ରିୟ ଯୀଶୁ ମୁଁ ଯେ ରୁରେ କିଣା … |୧|

ସ୍ଵାଧୂନତା ମମ ତମ ପଦେ
ସମରପେ ପ୍ରଭୁ ଭକ୍ତି ଚିରେ
ମୋର ବୋଲି ଆଉ ନାହିଁ ଭବେ
ପ୍ରିୟ ଯୀଶୁ ଜଳାଅ ତୁମ ଇଙ୍ଗିତେ … |୨|

ତୁମ ଇଙ୍ଗିତେ ଯୀଶୁ ତୁମ ଇଙ୍ଗିତେ
ପ୍ରିୟ ଯୀଶୁ ଚଳାଅ ତୁମ ଇଙ୍ଗିରେ
ତୁମ ନାମେ ଆମେ କେତେ ଜଣ
ଏକତ୍ରିତ ଆହେ ଦୟାବାନ … |୩|

ହୋଇଅଛୁ ଏବେ ବିଦ୍ୟମାନ
ପ୍ରିୟ ଯୀଶୁ କରଗୋ ପରଶ ଦାନ
(ପ୍ରିୟ ଯୀଶୁ କରଗୋ ଆତ୍ମାଙ୍କ ଦାନ)
ପରଶ ଦାନ ଯୀଶୁ ପରଶ ଦାନ
ପ୍ରିୟ ଯୀଶୁ କରଗୋ ପରଶ ଦାନ … |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *