ମନ, କର ପ୍ରଭୁ ସ୍ତବ ଗାନ ପୂଜା; ସେ ମହାମହିମ ସର୍ବଶକ୍ତିମାନ ଗୌରବବିଶିଷ୍ଟ ରାଜା । ଘୋଷା । ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ, କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ । ୧ । ପ୍ରଭୁ ସ୍ତବ କର ଆରେ ମନ ମୋର, ସେ କଲେ ତବ ସୃଜନ, ତାବତ ରୋଗ ସେ କରି […]
multilingual Christian song
5252 posts
ମନ, ହେଜିରେ ପ୍ରଭୁ କୃପା ସଦା ଭାବ, କରି ଧନ୍ୟବାଦ ହୋଇ ଆହ୍ଲାଦିତ ନିରବଧି ତାଙ୍କୁ ସେବ । ଘୋଷା । ସେ ତୋହର ପାପ କରନ୍ତି ମାର୍ଜ୍ଜନା, ନାଶନ୍ତି ତୋ ରୋଗ ନାନା, ଘୋର ବିପଦରୁ ବଞ୍ଚାଇଣ ପ୍ରାଣ ନ କରନ୍ତି ଦୟା ଊଣା । ୧ । ଉତ୍ତମ ବସ୍ତୁରେ ସଦା ତୃପ୍ତ କରି ଦିଅନ୍ତି ମଙ୍ଗଳଦାନ, ଉତ୍କ୍ରୋଶ ପକ୍ଷୀର ପରାଏ କରିଣ ଦିଅନ୍ତି ନୂଆ […]