କେତେ କାଳ ରେ ମନ ପାପରେ ଥିବୁମିଛ ମାୟା ଜଞ୍ଜାଳେ ପଡ଼ି ରହିବୁନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁବିଳାସ ବ୍ୟସନ ଚିତ୍ତବିନୋଦନଆଉ କେତେ ଦିନ କରୁଥିବୁ…..ନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁ =୦= ଜଗତର ପଛେ କେତେ ହେବୁ ଧାବମାନଭୋଗ ବିଳାସରେ କେତେ କାଟୁଥିବୁ ଦିନଅନ୍ୟାୟ ଭାବରେ କେତେ ଅରଜିବୁ ଧନମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ…ରଙ୍ଗ ରସ ସବୁ […]
Amit Badanayak
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଦେବୁ ଯୀଶୁଙ୍କୁ ସ୍ଥାନକେବେ କରିବୁ ତାଙ୍କୁ ଧ୍ୟାନଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦= ଆଉ କେତେ ଦିନ ବନ୍ଧୁ କରୁଥିବୁ ହେଳାଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳାବଦଳାଇ ଦେ ନିଜକୁ ଥାଉ ଥାଉ ବେଳାନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳାଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ […]
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣଯୀଶୁ ହିଁ ଏକା ମୋହରପଥ ସତ୍ୟ ଜୀବନଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନଯୀଶୁ ହିଁ ଏକା ମୋହରପଥ ସତ୍ୟ ଜୀବନ …………=୦= ଯୀଶୁ ହିଁ ଚାଳକ ଦୁର୍ଗମ ପଥରଯୀଶୁ ହିଁ ନାବିକ ଜୀବନ ନଦୀରଯୀଶୁ ହିଁ ରକ୍ଷକ ବିନାଶ କାଳରଯୀଶୁ ହିଁ ଆଲୋକ ଅନ୍ଧାର ବାଟରଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣଯୀଶୁ ହିଁ ଏକା ମୋହରପଥ ସତ୍ୟ ଜୀବନ…………..=୧= ନାଥ […]
କେତେ କାଳ ରେ ମନ ପାପରେ ଥିବୁମିଛ ମାୟା ଜଞ୍ଜାଳେ ପଡ଼ି ରହିବୁନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁବିଳାସ ବ୍ୟସନ ଚିତ୍ତବିନୋଦନଆଉ କେତେ ଦିନ କରୁଥିବୁ…..ନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁ =୦= ଜଗତର ପଛେ କେତେ ହେବୁ ଧାବମାନଭୋଗ ବିଳାସରେ କେତେ କାଟୁଥିବୁ ଦିନଅନ୍ୟାୟ ଭାବରେ କେତେ ଅରଜିବୁ ଧନମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ…ରଙ୍ଗ ରସ ସବୁ […]
କେତେବେଳେ ଚାଲିଯିବ ଜୀବନକେତେବେଳେ ଉଡ଼ିଯିବ ପରାଣଜୀବନ ଚାଲି ଯିବା ଆଗରୁପରାଣ ଉଡ଼ି ଯିବା ଆଗରୁଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନକେତେବେଳେ ଚାଲିଯିବ ଜୀବନ ….=୦= ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବଏ ଜୀବନ ବାଟ ଦିନେ ଠିକଣା ହରାଇବଆଜି ଅଛି କାଲି ନାହିଁ ମଣିଷ ଜୀବନଏଇ ଅଛି ଏଇ ନାହିଁ କୁହୁଡ଼ି ସମାନଏହି […]