ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ
ପାପୀ ପାଇଁ ବଳି ହେଲେ
କେଡେ ପ୍ରେମ କଲେ ( ୨ ଥର)
ପାପୀ ପାପ ପାଇଁ କୁଶ ଭାର ବହି
କାଲବରୀ ପାହାଡରେ ( ୨ ଥର )
କଣ୍ଟାର ପଥେ ସେ ଚାଲିଲେ
ମାନବର ଏହି ପାପ ତାପ ପାଇଁ
ପିଠିରେ କୋରଡ଼ା ଛାଟ ( ୨ ଥର)
ମସ୍ତକେ କଣ୍ଡା ପାଗ ବାନ୍ଧିଲେ
ଅନ୍ଧ, ଛୋଟା, କାଲ, ପକ୍ଷାଘାତି, କୃଷି ।
ଯୀଶୁଙ୍କ ନିକଟେ ଗଲେ ( ୨ ଥର)
ଦୟାରେ ଆଶୀର୍ବାଦ କଲେ
ଚାରି ହସ୍ତ ପଦେ କଣ୍ଟାବିଦ୍ଧ ହେଲେ
ସେ ପବିତ୍ର ରକ୍ରେ ଭାଇ
ପାପୀର ପାପ ଧୋଇ ଦେଲେ I୪I
ତିନି ଦିନ ପରେ କବର ଫଟାଇ
ଆନନ୍ଦରେ ଉଠି ସେହି
–ଦେହରେ ସ୍ବର୍ଗକୁ ଗଲେ
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.