ଆସ ହେ ଭାଇ,
ଏକ ହୋଇବା ସୁସମାଚାରର ଧର୍ମ ପାଇଁ ଯତ୍ନ କରିବା । ଘୋଷା ।
ଦୃଷ୍ଟି କର ଆହେ ବାରେ,
ସତ୍ୟ ଧର୍ମ ବିହୁନରେ କି କ୍ଳେଶରେ ଅଛନ୍ତି ନରେ !
ଦୟା-ଚିତ୍ତରେ ରକ୍ଷା ଅର୍ଥରେ,
ଉପାୟ ଥାଉଣୁ ହସ୍ତେ ଯତ୍ନ କି ନ କରିବା ? ା ୧ ।
କରୁ କରୁ ଯଦି ଯତ୍ନ ଘଟଇ ନାନାଦି ବିଘ୍ନ,
ଭୟରେ କି ତ୍ୟାଗ କରିବା ?
ନୋହୁ ଏସନ, ନୋହୁ ଏସନ,
ଆସ, ସମସ୍ତେ ମିଳିଣ ପ୍ରାଣପଣ କରିବା ା ୨ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.