krupaa nirjhoro thaaru boro konyaanku karunaa

କୃପା ନିର୍ଝରଠାରୁ ବର କନ୍ୟାଙ୍କୁ କରୁଣା ସଦା ଆବୋରୁ । ଘୋଷା । 

 

ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ,

ତାଙ୍କ ଆଶୀର୍ବାଦ ବୃଷ୍ଟି ହେଉ ଉପରୁ । ୧ ।

କାନ୍ନା ବିବାହରେ ଯେ ଥିଲେ ନିମନ୍ତ୍ରିତ,

ତାହାଙ୍କ ପ୍ରସନ୍ନ ଦୃଷ୍ଟି ହେଉ ଊର୍ଦ୍ଧ୍ୱରୁ । ୨ । 

 

ଆଉ ଶାନ୍ତିଦାତା ଧର୍ମ ଆତ୍ମାଙ୍କଠାରୁ 

ଶାନ୍ତି ଆନନ୍ଦ ଓହ୍ଲାଇ ବେଷ୍ଟନ କରୁ । ୩ । 

 

ଏ ଦୁଇ ପ୍ରତି କଲ୍ୟାଣ ହେଉ ଉପରୁ,

ଯେଣେ ଗଲେ ତେଣେ ତାଙ୍କ କରୁଣା ଘେରୁ । ୪ । 

 

ଏକ ପ୍ରେମେ ଏକାଙ୍ଗରେ ମନ ହିଁ ମିଳୁ,

ମୃତ୍ୟୁ ବିନା କେବେ କେହି ଭିନ୍ନ ନ କରୁ । ୫ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *