papi, krusha ma adori ne

ପାପୀ, କ୍ରୁଶ ମୋ ଆଦରି ନେରେ ପାପୀ

କ୍ରୁଶ ତଳେ ତୋ ଅମାପ ପାପ ଗଣ୍ଠିରୀ ଥୋଇ ଦେ । ୦ ।

ପାପ କଳଙ୍କ ଧୋଇବା ପାଇଁରେ କ୍ରୁଶେ ଦେଲି ବୁକୁ ରକତ ନିଗାଡ଼ି 

ହୃଦ ଭରା ତୋର କଳଙ୍କ କାଳିମା ରକତେ ପଖାଳି ଦେ । ୧ ।

ଖୋଜି ମୁଁ ତୋତେ ବାହାର ଅନ୍ଧାରେ କେଶ ବେଶ ତିନ୍ତେ ନିଶିର ଶିଶିରେ

ଡାକି ଫେରେ ନିତି କୁଟୀର ଦୁଆରେ

ଦୁଆର ଫିଟାଇ ଦେ । ୨ ।

ପାପୀ ମରଣ ପାରେନା ସହିରେ କୋଟି ନିଧି ପାପୀ ଗୋଟିଏ ପାଇଲେ

ତିଳେ ତିଳେ ସଢ଼ି ମରୁଛୁ ପାପରେ

ଅମର ପଦବୀ ନେ । ୩ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *