jisu dakanti tote

ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେ
ଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା)


ଦୁଃଖ ନିରାଶାରେ ସିଏ ତେବେ ଶାନ୍ତି
ସମର୍ପି ଦେଲେ ତୁ ଜୀବନ ତୋହର
ଅସୀମ ଆନନ୍ଦ ଦେବେ ତୋତେ | ୧ ||


ଲୁହ ପୋଛି ଦେଇ ରକ୍ଷା କରିବେ ତୋର
ନୟନ ପିତୁଳା ତୁ ହେବୁ ତାଙ୍କର
ରାକ୍ଷାସେ କରିବେ ନିଶ୍ଚି ତୋତେ || ୨ ||


ତୁ ଦେଲେ ତୋ ଜୀବନ ସିଏ ଦେବେ ଶକ୍ତି
ଯୀଶୁ ତୋର ମୁକ୍ତି ଯୀଶୁ ତୋ ସହାୟ
ଅନ୍ତେ ଜୀବନ ଦେବେ ତୋତେ ୩ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *