ପ୍ରଭୁଙ୍କୁ ଦେଖିଲେ ଥରେ ଆଉତ ନ ଛାଡ଼ିବିରେ (ଘୋଷା)
ପ୍ରେମ ବିମୋହିତ ଡାଳେ, ଅନାଇ ରହିବି ଭୋଳେ
ଭାଷି ଭକ୍ତି ଅଶ୍ରୁ ଜଳେ, ପଦ ତଳେ ପଡିବିରେ ।… |୧|
କହିବି କ୍ଷମା ସାଗର, ପାପୀ ପ୍ରତି କ୍ଷମା କର
ନୋହିଲେ ସବୁ ଅସାର ବୋଲି କର ଯୋଡ଼ିବିରେ … |୨|
ଫିଙ୍ଗି ଦୂରେ ଅହଙ୍କାର, ପାଦଧୂଳି କରି ସାର
ତ୍ରାହି ତ୍ରାହି ଚିତିକାର, କରି ତାପେ ବୁଡ଼ିବିରେ .. |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.