jibanara khelaghara

ଜୀବନର ଖେଳଘର ହୋଇଯିବ ଦିନେ ଶେଷ
ପ୍ରାଣ ପକ୍ଷୀ ଉଡ଼ିଯିବ, ପଡ଼ିଥିବ ଶୂନ୍ୟ ଘଟ (ଘୋଷା)

ବୃଥା ଗର୍ବ, ଅଭିମାନ, ଧନ, ଜନ, ଯଉବନ
ଅସାର ଭୋଗ ବାସନା, ଜାଗତିକ, ସୁଖ ନାନା
ସବୁ ମିଛ ପ୍ରହେଳିକା ( ୨ ଥର)
ସେ ମାୟା ସପନ ତେଜ … |୧|

ବ୍ୟସ୍ତ କିମ୍ପା ଆରେ ମନ, ଧର ପ୍ରଭୁ ଶ୍ରୀଚରଣ
ଦେବେ ସେ ଦିବ୍ୟ ସୁଜ୍ଞାନ, ବିଶାସେ କାଟିବୁ ଦିନ
ନିର୍ଭୟେ ହୋଇବୁ ପାର ( ୨ ଥର)
ମରଣ ନଦୀର ଘାଟ |୨|

ସୂଚୀମାଳାକୁ ଫେରନ୍ତୁ

Click the link below to listen full song and know the tune

Leave a comment

Your email address will not be published. Required fields are marked *