pruthibi chahin dekha

ପୃଥବୀ ଚାହିଁ ଦେଖି ଅଶାନ୍ତ ଘୃଣ୍ଡ ଝଞ୍ଜା ଆସେ ମାଡି
ବଂନ୍ଦୁର ପଥେ ପାପ ଅନ୍ଧାର ଯାଏ ଘେରି… (ଘୋଷା)

ଏହି ତ ନୁହେଁ କି ସଙ୍କଟ ଦିନର ଚିହ୍ନ?
ଏ ମଣିଷ ବୁକେ ଜାଗେ ନାହିଁ କି କମ୍ପନ?
ଜାଗି ରୁହ ସଦା ଆଉ ନାହିଁ ବେଳ
ନିଦ୍ରା ସପନ ତେଜି (୭ ଥର) … |୧|

ଧରା ଇତିହାସ ହସିବ ସେ ଶୁଭ ଦିନ
ବିଜୟ ଉଲ୍ଲାସେ ହେବ ମହା ଆଗମନ
କାଲବରୀ ଡାକେ କୁଶୀୟ ସେନାନୀ
ପ୍ରସ୍ତୁତ ହୁଅ ଆଜି (୨ ଥର)… |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *