krusha pare raktadhara

କୁଶ ପରେ ରକ୍ତଧାର ବହିଯାଏ ।
ଯେଉଁ ରନ୍ତେ ପାତକୀ ଆଜି ମୁକ୍ତି ପାଏ। (ଘୋଷା)

ମୁକ୍ତି ପଥ ହରା ହୋଇ ସକଳେ
ଶାନ୍ତି ନାହିଁ ସଭିଙ୍କର ହୃଦୟ
ପାପ ସ୍ରୋତେ ନର ଜୀବନ ଭାସିଯାଏ |୧|

ନିତ୍ୟ ସ୍ଥାୟୀ ନୁହେଁ ଆମ ଜୀବନ
ଆସୁଅଛି ଭୟଙ୍କର ଦୁର୍ଦ୍ଦିନ
ସତ୍ୟବାଣୀ ସଭିଙ୍କ କର୍ତ୍ତେ … କହିଯାଏ (୨ ଥର) |୨|

ସତ୍ୟଜ୍ୟୋତି ସର୍ବବ୍ୟାପୀ ମାନବର
ପ୍ରେମମୟ ରାଜା ତୁମେ ଜଗତର
ଯେଉଁ ପ୍ରେମେ ପାତକୀ ଆଜି ମୁକ୍ତି ପାଏ ।୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *