‘ତୁମର ରାଜ୍ୟ ଆସୁ, ଆମ ଏହି ଧରା ପରେ
ପ୍ରଭୁ କରୁଛୁ ପ୍ରାର୍ଥନା, ତୁମ୍ଭର ରାଜ୍ୟ ଆସୁ’… (ଘୋଷା)
ଚଉଦିଗେ ଆମେ ଯାଇ କହିବୁ
ତୁମ ପ୍ରେମ ଶୁଣାଇବୁ,
ସବୁରି ମନ ମନ୍ଦିରେ
ରାଜ୍ୟ ଆସୁ, ରାଜ୍ୟ ଆସୁ, ଆ … ଆ ଆମେନ୍… |୧|
ଆହେ ରାଜା ରାଜନ ଆମର
ରାଜ୍ୟ ସଂସ୍ଥାପିତ ତୁମ୍ଭର
ଚିରଦିନ ହେବ ସେ ରାଜ୍ୟ
ରାଜ୍ୟ ଆସୁ, ରାଜ୍ୟ ଆସୁ, ଆ…ଆ…ଆମେନ୍… |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.