ଜୀବନ ସାଇଁ ଜୀବନ ଦେଇ ନେଲ ବହି
ଅପରାଧ ମୋ ଅପରିସୀମ କିମିତି ପ୍ରଭୁ ଗଲ ସହି.. (ଘୋଷା)
କୁଶ ପରେ କରୁଣା ଭରେ ଢ଼ାଳିଲ ରକ୍ତଧାର
ରାଜାଧିରାଜ ସୁର ସୁରୁଜ ସକଳ କାରିଗର
ବହିଲ କୁଶ କହିଲ ନାହିଁ ହୋ …
ଆପଣା ଅଙ୍ଗେ ଗଲ ସହି… |୧|
ହେଲେ ମୁଁ ଦୀନ ନିତାନ୍ତ ହୀନ ତୁମେ ମୋ ମହାଧନ
ମଣିଲ ପ୍ରିୟ ହେ ପ୍ରେମମୟ ନୁହେଁ ମୁଁ ବିସ୍ମରଣ
ମୋ ମନ ରଥେ ହୁଅ ସାରଥି ହୋ
ସରଗପୁରେ ନେବା ପାଇଁ… |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.