ଦିଅ ମୋତେ ଦରଶନ କରେ ନିତି ଏହି ନିବେଦନ (୨ଥର)
ରହିଛି ଅନାଇ ଦିବାନିଶି ଚାହିଁ
ପ୍ରଭୁ କେବେ ହୋଇବ ପ୍ରସହ୍ନ (ଘୋଷା)
ଧନ୍ୟ ତୁମ ପ୍ରେମ ଅନନ୍ତ ଅସିମ
ପାପି ଲାଗି କ୍ରୁଶେ ଦେଲ ପ୍ରାଣ (୨ଥର)
ନକର ଗୋପନ ତୁମ ଆଗମନ
ଦେଖୁ ମୋର ଅନ୍ଧ ନୟନ (୧)
click the link below to listen full song
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.