aha ki sundara mukha nitya nutana

ଆହା କି ସୁନ୍ଦର ମୁଖ ନିତ୍ୟ ନୂତନ
ଯୀଶୁ ମୋର ଗଳାହାର ପ୍ରାଣରମୋ ଶାନ୍ତିଧାମ … (ଘୋଷା)

ନୟନ ଅଞ୍ଜନ ହୃଦୟ ଚନ୍ଦନ
ତାଙ୍କ ଲାଗି ଦିନା ରହିଛି ଜୀବନ
ଯୀଶୁ ମୋର ପ୍ରାଣଧାର ପ୍ରାଣରମୋ ଶାରିଧାମ … |୧|

ଦେଲେ ସେହି ପୁଣ ଲୁଚାଇ ଆନନ
ଦିଶଇ ଚୌଦିଗ ଅନ୍ଧାର ସମାନ
ଯୀଶୁ ମୋର ଚିତ୍ତସାର ପ୍ରାଣରମୋ ଶାନ୍ତିଧାମ … |୨|

ସେହି ମୂଖ ସୋମରୂପେ ଅନୁପମ
ଚାହିଁଲେ ହରଇ କୋଟି ପାପତମ
ଯୀଶୁ ମୋର ପାପହର ପ୍ରାଣରମୋ ଶାନ୍ତିଧାମ … |୩|

ନିରେଖୁ ତରୁଣ ବଦନ କିରଣ
ଜଗତେ ମୋହର ବିତିଯାଉ ଦିନ
ଯୀଶୁ ମୋର ସୁଖସାର ପ୍ରାଣରମୋ ଶାନ୍ତିଧାମ … |୪|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *