pathara upare mo ghara

ପଥର ଉପରେ ମୋ ଘର
ନଇବଢ଼ି ଓ ବତାସ କରିବ ବା କିସ ମୋର … (ଘୋଷା)

ପଥରକୁ ଖୁଣ୍ଟିନେଇ ମୂଳଦୁଆ ମୁଁ ବନାଇ ।
କୁଶ ସାହାଯ୍ୟରେ ତହିଁ ତୋଳିଲି ମୁଁ ପକ୍କା ଘର … |୧|

ବୁନିଆହୁଁ ଛାତି ଯାଏ କୁଶର ଝରଣା ପ୍ରାୟ
ଲେପିଲି ଲୋହିତ ରଙ୍ଗ ଦିଶଇ କେଡ଼େ ସୁନ୍ଦର … |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *