prabhu mu kemiti paibi tumaku

ପ୍ରଭୁ ମୁଁ କେମିତି ପାଇବି ତୁମକୁ
ପାପ ଦେଷ, ହିଂସା, ଅହମିକା ସବୁ ବୋଝ ତୁମେ ନିଅ (ଘୋଷା)

ଅନ୍ଧ ମୁଁ ଥିଲି ଜାଣି ତ ନ ଥିଲି
ଏ ଭବ ସାଗରେ ଭାସି ଯାଉଥିଲି
ଦିଗହରା ହୋଇ ପଥ ନ ପାଇଲି
ତୁମରି ପଥ ଦେଖାଅ ||୧||

ଜୀବନ ମୋର ଦୁଃଖରେ ଭରା
ସାହା ନାହିଁ କେହି ଲାଗେ ଦିଶାହରା
ତୁମକୁ ମୁଁ ଛାଡ଼ି ଯିବି କେଉଁଠାକୁ
କିଏ ଆଉ ମୋର ସାହା || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *