ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି he prabhu kemiti banchinbi

ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ। 2ଥର
ମତେ ଭୁଲିବନି ମତେ ଛାଳୀବନି।2ଥର
ତୁମଭିନା ଦୁନିଆ ତ ଅନ୍ଦାର ଲାଗେ..(ଘୁଷା)

ହାରିଗଲି ମୁଁ ତଖୀଗଲି ମୁ
ଏ ଦୁନିଆରେ ପ୍ରଭୁ ଠକି ଗଲି ମୁଁ
ନାହିଁ କେ ସାହାରା ନହିଁ କେ ଭରଷା
ତୁମ ଭିନା ଦୁନିଆରେ ନାହିଁ କେ ଆସୋର।(2ଥର)
ତୁମ ଭିନା ଦୁନିଆ ତ ଅଜଣା ଲାଗେ। (୨ଥର)
ହେ ପ୍ରଭୁ…………..୧

ପାପ ଭରା ଦୁନିଆରେ ନାହିଁ ମ କରୁଣ
ଭରି ଯାଏ ହୃଦୟ ମର ଦୁଃଖ ଓ ଯାତନା
ହେ ଜଗତ ଜୀବନ ଇଶ୍ୱର ନନ୍ଦନ
ଢାଳିଦିଅ ତୁମରି ଆଶିଷ ଦାନ…ଓ ଓ…(୨ଥର)
ମଧୁର ମନରମ ସେ ଯୀଶୁ ନାମ
ସରଗ ହୁଇଛି ସେ ନାମ ପ୍ରଦାନ।
ହେ ପ୍ରଭୁ…….୨

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *