ଚାଲୁ ଚାଲୁ ପ୍ରଭୁ ପଥେ ତୁମ୍ଭର,
ଘେରଇ ଆପଦ ବହୁ ଜଞ୍ଜାଳ ା ୧ ।
ସେ ପଥ ସଂକୀର୍ଣ୍ଣ ଦୁର୍ଗମ ଦ୍ୱାର,
ପ୍ରତିଦିନ ଘଟେ ଘୋର ସମର । ୨ ।
ଶତ୍ରୁ ଶୟତାନ ସେ ବଳୀୟାର,
ସିଂହ ପ୍ରାୟେ ଘୋର ଗର୍ଜନ ତାର । ୩ ।
ମହା ପ୍ରଜ୍ଜ୍ୱଳିତ ବାଣ ତାହାର,
ଘନ ଘନ ଆସି ବାଜେ ହୃଦର । ୪ ।ଧର୍ମେ ଟଳ ଟଳ ମୁହିଁ ଦୁର୍ବଳ,
ସ୍ୱର୍ଗୀୟ ଭକ୍ଷରେ ସବଳ କର । ୫ ।
ତୁମ୍ଭ ବାହୁବଳ ହେଉ ମୋ ଢାଲ,
ସଦା ସର୍ବକ୍ଷଣେ ହୁଅ ସଙ୍ଗର । ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.